Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡକାୟତି ଯୋଜନା ପଣ୍ଡ: ଦୁଇ ନାବାଳକ ସହ ୩ ଯୁବକ କୋର୍ଟ ଚାଲାଣ
ଆଜିର ଖବର

ଡକାୟତି ଯୋଜନା ପଣ୍ଡ: ଦୁଇ ନାବାଳକ ସହ ୩ ଯୁବକ କୋର୍ଟ ଚାଲାଣ

May 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Bada Bazar Police
ଡକାୟତି ଯୋଜନା ପଣ୍ଡ: ଦୁଇ ନାବାଳକ ସହ ୩ ଯୁବକ କୋର୍ଟ ଚାଲାଣ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ପୋଲିସ ରାତ୍ରୀ ପଇଁତରା ମାରୁଥିବା ବେଳେ ଦିଗପହଣ୍ଡି ରାସ୍ତା ଓମ୍ ନଗର ନିକଟରେ ଥିବା ଏକ କଲ୍ୟାଣ ମଣ୍ଡପରେ କିଛି ଯୁବକ ମିଶି କଣ ସବୁ ଆଲୋଚନା କରୁଥିବା ଦେଖି ସନ୍ଦେହରେ ସେମାନଙ୍କୁ କାବୁ କରିଥିଲେ ଓ ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା, ଦୁଇଟି ବୋମା, ଦୁଇଟି ମୋଟରସାଇକେଲ ଓ କିଛି ଲୁହା ଛଡ଼ ଜବତ କରି ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଥିଲା ବେଳେ ଜାଣିବାକୁ ପାଇଲେ ଯେ ସେମାନେ ଜାତୀୟ ରାଜପଥରେ ଡକାୟତି ପାଇଁ ଯୋଜନା କରୁଥିଲେ।

ଏହିଭଳି ପରିସ୍ଥିତିରେ ପୋଲିସ ୩ ଜଣ ଯୁବକ ରୁଦ୍ର ନାରାୟଣ ଗୌଡ଼, ଆକାଶ ଭୁୟାଁ ଓ ଲକ୍ଷ୍ମଣ ଘଡେଇ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଅଟକ ଦୁଇ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଛନ୍ତି।

କୋର୍ଟ ଚାଲାଣ ଡକାୟତି ଯୋଜନା ପଣ୍ଡ ଦିଗପହଣ୍ଡି ବଡ଼ବଜାର ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଲିଅନ୍ତା ଭିଡ଼ ହିଂସା ଘଟଣାର ପୁନରାବୃତ୍ତି : ସାମନାକୁ ଆସିଲା ଆଉ ଏକ ସଂଘବଦ୍ଧ ଆକ୍ରମଣର ଦୃଶ୍ୟ

May 19, 2026

ମସଜିଦରେ ଗୁଳିମାଡ଼ : ୫ ମୃତ

May 19, 2026

ପୁଣି ଥରେ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

May 19, 2026

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026
Latest News

ଡକାୟତି ଯୋଜନା ପଣ୍ଡ: ଦୁଇ ନାବାଳକ ସହ ୩ ଯୁବକ କୋର୍ଟ ଚାଲାଣ

May 19, 2026

ବାଲିଅନ୍ତା ଭିଡ଼ ହିଂସା ଘଟଣାର ପୁନରାବୃତ୍ତି : ସାମନାକୁ ଆସିଲା ଆଉ ଏକ ସଂଘବଦ୍ଧ ଆକ୍ରମଣର ଦୃଶ୍ୟ

May 19, 2026

ମସଜିଦରେ ଗୁଳିମାଡ଼ : ୫ ମୃତ

May 19, 2026

ପୁଣି ଥରେ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

May 19, 2026

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.