Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ
ଆଜିର ଖବର

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନବୀନ ନିବାସ
ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

ଭୁବନେଶ୍ବର: ନବୀନ ନିବାସରୁ ଧରା ହୋଇଛନ୍ତି ଗୋଟିଏ ବିଲୁଆ ଓ ଶାଳିଆପତନି। ଗତକାଲି ଜଙ୍ଗଲ ବିଭାଗର କର୍ମଚାରୀମାନେ ନବୀନ ନିବାସ ଭିତରେ ଜାଲ ପକାଇ ଏହି ଦୁଇ ଜନ୍ତୁଙ୍କୁ ଧରିଛନ୍ତି। ଗତ କିଛି ଦିନ ଧରି ନବୀନ ନିବାସ ଜଙ୍ଗଲ ଭିତରେ ଏମାନେ ଚଳପ୍ରଚଳ କରୁଥିଲେ। ରାତିରେ ସେମାନେ ବହୁ ଅସୁବିଧା ସୃଷ୍ଟି କରୁଥିଲେ। ଫଳରେ ନବୀନ ନିବାସ କର୍ତ୍ତୁପକ୍ଷ ଜଙ୍ଗଲ ବିଭାଗ ଓ ନନ୍ଦନକାନନକୁ ଖବର ଦେଇଥିଲେ।

ନନ୍ଦନ କାନନର ଏକ ସ୍ବତନ୍ତ୍ର ଟିମ ନବୀନ ନିବାସ ଆସି ଏହି ଦୁଇ ଜନ୍ତୁଙ୍କୁ ଜାଲ ପକାଇ ଧରିଥିଲେ। ପରେ ସେମାନେ ଏମାନଙ୍କୁ ଚନ୍ଦକା ଜଙ୍ଗଲରେ ଛାଡି ଥିବାର ଜଣାପଡିଛି। ସିଟି ଫରେଷ୍ଟ ଡିଭିଜନ କହିଛି ଯେ, ଏୟାରପୋର୍ଟ ଏରିଆରେ ବିଲୁଆ ଓ ଶାଳିଆପତନି ପରିଲକ୍ଷିତ ହେବା ସାଧାରଣ ଘଟଣା। ସେମାନେ ଜଙ୍ଗଲ ଭତରୁ ସହରକୁ ଆସି ପୁଣି ଫେରି ଯାଆନ୍ତି। ବେଳେ ବେଳେ କେତକ ଜନ୍ତୁ ବାଟହୁଡି ଜନବସତି ଆଡକୁ ଚାଲିଆସନ୍ତି।

ନବୀନ ନିବାସ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026

SEBI Office in Bhubaneswar: ଖୁବ ଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ

May 19, 2026

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026

ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

May 19, 2026
Latest News

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026

SEBI Office in Bhubaneswar: ଖୁବ ଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ

May 19, 2026

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.