Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»NCERTର ଅନଲାଇନ୍ ଆବେଦନ ଆରମ୍ଭ
ଜାତୀୟ ଖବର

NCERTର ଅନଲାଇନ୍ ଆବେଦନ ଆରମ୍ଭ

May 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏନସିଇଆରଟିର
୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପୁସ୍ତକ ପ୍ରକାଶ କଲା NCERT: ଜାଣନ୍ତୁ କେଉଁଠୁ କିଣିବେ?

ଭୁବନେଶ୍ୱର :  ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆରଟି – NCERT), ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା, ଯାହା ୧୯୬୧ ମସିହାରେ ସ୍କୁଲ ଶିକ୍ଷା ଓ ଶିକ୍ଷକ ଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ ଓ ପରାମର୍ଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିଲା।
ଦେଶର ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ଏନ୍ସିଇଆରଟିର ନଅଟି ଏକକ- ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଅଜମେର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ,ଭୋପାଳ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମୈସୁର, ଉତ୍ତର-ପୂର୍ବ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଶିଲଂ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ନେଲ୍ଲୋର, ଜାତୀୟ ଶିକ୍ଷା ପ୍ରତିଷ୍ଠାନ , କେନ୍ଦ୍ରୀୟ ଶିକ୍ଷା ପ୍ରଯୁକ୍ତି ପ୍ରତିଷ୍ଠାନ, ନୂଆଦିଲ୍ଲୀ ଏବଂ ପଣ୍ଡିତ ସୁନ୍ଦରଲାଲ ଶର୍ମା କେନ୍ଦ୍ରୀୟ ବ୍ୟବସାୟିକ ଶିକ୍ଷା ପ୍ରତିଷ୍ଠାନ, ଭୋପାଳ ଅଛନ୍ତି।
ବିଭିନ୍ନ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ, ଯେପରିକି (i) ଛଅ ବର୍ଷିୟ ଏମ୍.ଏସ୍.ସି.ଏଡ୍, (ii) ଦୁଇ ବର୍ଷିୟ ବି.ଏଡ୍, (iii) ତିନି ବର୍ଷିୟ ସମନ୍ୱିତ ବି.ଏଡ୍.-ଏମ୍.ଏଡ୍, (iv) ଦୁଇ ବର୍ଷିୟ ଏମ୍.ଏ. (ଶିକ୍ଷା ପ୍ରଯୁକ୍ତି) ଏବଂ (v) ଦୁଇ ବର୍ଷିୟ ଏମ୍.ଏଡ୍ କାର୍ଯ୍ୟକ୍ରମରେ ନାମ ଲେଖା ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଅନଲାଇନ୍ରେ ଆବେଦନ ଆହ୍ୱାନ କରାଯାଉଛି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ନାମ ଲେଖା ସାଧାରଣ ପ୍ରବେଶ ପରୀକ୍ଷା (ସି.ଇ.ଇ)-୨୦୨୬ ମାଧ୍ୟମରେ କରାଯିବ। ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୫ ମଇ, ୨୦୨୬ ରୁ ଆରମ୍ଭ ହୋଇଛି ଏବଂ ୫ ଜୁନ୍, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ ଓ ବିସ୍ତୃତ ସୂଚନା ପାଇଁ ସିଇଇ-୨୦୨୬ ପୋର୍ଟାଲ୍କୁ ଯାଇପାରିବେ। ସିଇଇ-୨୦୨୬ ର ଆୟୋଜନ ୨୮ ଜୁନ୍, ୨୦୨୬ (ରବିବାର) ଦିନ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ।
ଅଧିକ ସୂଚନା ପାଇଁ, ସିଇଇ-୨୦୨୬ ହେଲ୍ପଡେସ୍କ ମୋବାଇଲ୍ ନମ୍ବର +918280337189 / +918280337190 କିମ୍ବା ଇ-ମେଲ୍ ଆଇଡି [[email protected]](mailto:[email protected]) ରେ ଯୋଗାଯୋଗ କରିବାକୁ ପ୍ରତିଷ୍ଠାନର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

NCERT
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବରେ ପୁଣି ଫୁଟିଲା ଗୁଳି, ମୋଗାରେ ୪ ଜଣ ଆହତ; ଭଗବନ୍ତ ମାନ ସରକାରଙ୍କୁ ଘେରିଲେ ବିରୋଧୀ

October 26, 2026

ଇ-ସ୍କୁଟର ବନାମ ପେଟ୍ରୋଲ ସ୍କୁଟର: ଜାଣିଲେ ଆଶ୍ଚର୍ଯ୍ୟ ହେବେ ୩୬୫ ଦିନର ଖର୍ଚ୍ଚ

October 26, 2026

ମୋଦୀଙ୍କୁ ନେଇ ଖାର୍ଗେଙ୍କ ବୟାନରେ ରାଜନୈତିକ ଝଡ଼, ଚିରାଗଙ୍କ ଟାର୍ଗେଟ୍‌ରେ କଂଗ୍ରେସ

October 26, 2026

ଫ୍ଲାଇଟ୍ ବାତିଲ ହେଲେ ଫେରସ୍ତ ମିଳିବ ଜିଏସଟି: ଏୟାରଲାଇନ୍ସକୁ ଆଶ୍ୱସ୍ତି ଦେଲା ଟ୍ରିବ୍ୟୁନାଲ

October 26, 2026
Latest News

ପଞ୍ଜାବରେ ପୁଣି ଫୁଟିଲା ଗୁଳି, ମୋଗାରେ ୪ ଜଣ ଆହତ; ଭଗବନ୍ତ ମାନ ସରକାରଙ୍କୁ ଘେରିଲେ ବିରୋଧୀ

October 26, 2026

ଇ-ସ୍କୁଟର ବନାମ ପେଟ୍ରୋଲ ସ୍କୁଟର: ଜାଣିଲେ ଆଶ୍ଚର୍ଯ୍ୟ ହେବେ ୩୬୫ ଦିନର ଖର୍ଚ୍ଚ

October 26, 2026

ମୋଦୀଙ୍କୁ ନେଇ ଖାର୍ଗେଙ୍କ ବୟାନରେ ରାଜନୈତିକ ଝଡ଼, ଚିରାଗଙ୍କ ଟାର୍ଗେଟ୍‌ରେ କଂଗ୍ରେସ

October 26, 2026

ପବିତ୍ର କାର୍ତ୍ତିକ ମାସର ମାହାତ୍ମ୍ୟ ଓ ପରମ୍ପରା

October 26, 2026

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା!, ୨୮ରେ ସ୍ଥଳଭାଗ ଛୁଇଁବା ଆଶଙ୍କା

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.