ବାଲେଶ୍ଵର : ଷ୍ଟେସନ ପରିସରରେ ଭାଇ ଭଉଣୀଙ୍କୁ ହାଣିଲା ଯୁବକ । ଗୁରୁତର ଭାଇଭଉଣୀଙ୍କୁ ପ୍ରଥମେ ବାଲେଶ୍ଵର ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ତେବେ ବାଇକରେ ଫେରାର ଅଭିଯୁକ୍ତକୁ ସୋର ପୋଲିସ କାବୁ କରିଛି । ପୂର୍ବ ଶତ୍ରୁତ୍ରାକୁ ନେଇ ଆକ୍ରମଣ ହୋଇଥିବାର ସନ୍ଦେହ ହୋଇଛି। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି ।


