ଝାରସୁଗୁଡା: ଝାରସୁଗୁଡ଼ା ଥାନା ରେଙ୍ଗାଲି ଥାନା କୁଡାବେଗା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ବାପାଙ୍କୁ ଟାଙ୍ଗିଆରେ ହାଣିଛି । ଗୁରୁତର ଅବସ୍ଥାରେ ବାପା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ପୁଅକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।