ପଟ୍ଟାମୁଣ୍ଡାଇ : ଗାଁ ଦାଣ୍ଡରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ରାଜନଗର ଥାନା ଢୋଲମରା ଗାଁରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ସାମାନ୍ୟ ବଚସାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ବାପା ସହ ପୁଅ ମିଶି ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଗୁରୁତର ଯୁବକଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବାବେଳେ ତିନିଜଣ ଆକ୍ରମଣକାରୀ ଫେରାର ରହିଛନ୍ତି ।


