Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିମ୍ବଦନ୍ତୀ ସଙ୍ଗୀତକାର ଖୟାମ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ ସ୍ତବ୍ଧ
ଆଜିର ଖବର

କିମ୍ବଦନ୍ତୀ ସଙ୍ଗୀତକାର ଖୟାମ୍‌ଙ୍କ ମୃତ୍ୟୁରେ ବଲିଉଡ୍‌ ସ୍ତବ୍ଧ

August 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ସିନେମାର ବରିଷ୍ଠ ତଥା କିମ୍ବଦନ୍ତୀ ସଙ୍ଗୀତ ନିର୍ଦେଶକ ଗତକାଲି ରାତ୍ରିରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ।  ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ହସପିଟାଲରେ ଭର୍ତ୍ତି ହୋଇଥିବାବେଳେ ୯୨ ବର୍ଷୀୟ ଖୟାମ ଚିରନିଦ୍ରାରେ ଶୋଇଯାଇଛନ୍ତି । ଏହି ଲୋକପ୍ରିୟ ତଥା ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକଙ୍କ ମୃତ୍ୟୁରେ ବଲିଉଡ୍‌ ସ୍ତବ୍ଧ ହୋଇଯାଇଛି । ଖୟାମ୍‌ଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିବା ସହିତ ଭାରତୀୟ କଳା ଜଗତ ତାଙ୍କ ପାଖରେ ସର୍ବଦା ଋଣୀ ରହିବ ବୋଲି କହିଛନ୍ତି । ସେହିପରି ଲୋକପ୍ରିୟ ଗାୟିକା ଲତା ମଙ୍ଗେସକର୍‌ ଖୟାମ୍‌ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରି ସଙ୍ଗୀତର ଏକ ଯୁଗ ସମାପ୍ତ ହେଲା ବୋଲି କହିଛନ୍ତି । ସେହିପରି ଗୀତିକାର ଜାଭେଦ ଅଖତର, ଗାୟକ ସୋନୁ ନିଗମ୍‌, ଅମିତାଭ ବଚ୍ଚନଙ୍କ ପରି ବହୁ ବଲିଉଡ୍‌ ସେଲିବ୍ରେଟି ଶୋକବ୍ୟକ୍ତ କରିଛନ୍ତି ।  ଏହି ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ୧୯୪୩ରେ ମାତ୍ର ୧୭ ବର୍ଷ ବୟସରେ ନିଜ ସଙ୍ଗୀତ ଜୀବନର ଯାତ୍ରା ଆରମ୍ଭ କରିଥିଲେ। ୧୯୫୩ ମସିହାରେ ଫିଲ୍ମ ଫୁଟପାଥ ଜରିଆରେ ବଲିଉଡ କାରିୟର ଆରମ୍ଭ କରିଥିଲେ। ୧୯୬୧ରେ ଆସିଥିବା ଫିଲ୍ମ ‘ ଶୋଲ ଓର ସବନମ ପାଇଁ ସେ ଖୁବ ପରିଚିତି ହାସଲ କରିଥିଲେ। ତାଙ୍କ ଫିଲ୍ମଗୁଡିକ ମଧ୍ୟରେ ରହିଛି – ଆଖିର ଖତ, କାଭି କାଭି, ତ୍ରିଶୂଳ, ନୂରୀ, ବଜାର, ଉମରାଓ ଜାନ ଓ ଯାତ୍ରା ଆଦି ଫିଲ୍ମ ରେ ତାଙ୍କ ସଙ୍ଗୀତ ଶୈଳୀର ଏକ ନିଆରା ରଙ୍ଗ ଦେଖିବାକୁ ମିଳିଥିଲା।  ସଙ୍ଗୀତ ଜଗତରେ  ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ପୁରସ୍କାରରେ ସେ ସନମାନନିତ ହୋଇଛନ୍ତି। ୨୦୦୭ ରେ ସଙ୍ଗୀତ ନାଟକ ଅକାଦେମି ଓ ୨୦୧୧ରେ ପଦ୍ମଭୂଷଣ ପାଇଛନ୍ତି।  ଉମରାଓ ଜାନ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଏହି ସଙ୍ଗୀତକାର ଜଣକ ।

Share. Facebook Twitter LinkedIn Email WhatsApp Copy Link

Related Posts

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026
Latest News

କେବେ ହେବ ଖରାଛୁଟି ?

April 17, 2026

IMF GDP ରାଙ୍କିଂରେ ତଳକୁ ଖସିଲା ଭାରତ

April 17, 2026

ସୀମା ନିର୍ଦ୍ଧାରଣ ବିଲ୍ ପାସ୍ ହେବ କି ! ସଂଖ୍ୟାର ଜଟିଳ ଗଣିତ କଣ କହୁଛି ?

April 17, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ଶିଶୁକୁ ନୂଆ ଜୀବନ ଦେଲା ସମ୍

April 16, 2026

ନାବାଳିକାକୁ ଅସଦାଚରଣ ଅଭିଯୋଗରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.