Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାପ – ଝିଅଙ୍କୁ ଧକ୍କା ଦେଲା ଆମ ବସ
ଆଜିର ଖବର

ବାପ – ଝିଅଙ୍କୁ ଧକ୍କା ଦେଲା ଆମ ବସ

June 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ରାଜଧାନୀରେ ପୁଣି ଏକ ସଡ଼କ ଦୁର୍ଘଟଣାକୁ ନେଇ ଚିନ୍ତା ବଢ଼ିଛି। ଆମ ବସର ବିବାଦ ପିଛା ଛାଡୁନି । ମଞ୍ଚେଶ୍ୱର ଅଞ୍ଚଳରେ ଏକ ‘ଆମ ବସ’ ରଙ୍ଗ ରୁଟ୍‌ରେ ଆସି ବାପ-ଝିଅ ଯାଉଥିବା ଏକ ସ୍କୁଟିକୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।

ସୂଚନା ଅନୁସାରେ, ବାପା ନିଜ ଝିଅଙ୍କୁ ସ୍କୁଲରୁ ନେଇ ସ୍କୁଟିରେ ଘରକୁ ଫେରୁଥିବା ବେଳେ ମଞ୍ଚେଶ୍ୱର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା। ଅଭିଯୋଗ ଅନୁଯାୟୀ, ‘ଆମ ବସ’ଟି ନିର୍ଦ୍ଧାରିତ ରାସ୍ତା ଛାଡ଼ି ରଙ୍ଗ ରୁଟ୍‌ରେ ଆସି ସ୍କୁଟିକୁ ଧକ୍କା ଦେଇଥିଲା। ଧକ୍କାରେ ବାପ-ଝିଅ ରାସ୍ତାରେ ପଡ଼ିଯାଇଥିଲେ। ସେମାନଙ୍କ ଆଘାତର ପରିମାଣ ସମ୍ପର୍କରେ ତୁରନ୍ତ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ, ସ୍ଥାନୀୟ ଲୋକେ ଉଭୟଙ୍କୁ ସହାୟତା କରିଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ଏବଂ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ବସଟି ପ୍ରକୃତରେ କିପରି ରଙ୍ଗ ରୁଟ୍‌କୁ ଆସିଲା ଏବଂ ଦୁର୍ଘଟଣା ପଛରେ ଅବହେଳା ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି।

 

 

CRUT durghatnaa ଆମ ବସ
Share. Facebook Twitter LinkedIn Email WhatsApp Copy Link

Related Posts

ଜୁନ୍ ୨୯ ରେ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ: ସମନ୍ୱୟ ସମିତି

June 27, 2026

ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ, ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

June 27, 2026

ପ୍ରେମ ପ୍ରତ୍ୟାଖ୍ୟାନର ଭୟଙ୍କର ପ୍ରତିଶୋଧ! ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିବା ଉଦ୍ୟମ

June 27, 2026

ଆଇପିଏଲ-୨୦୨୭ରେ ଦଳ ପରିବର୍ତ୍ତନ କରିବେ ଏହି ୧୫ ଖେଳାଳି: ତାଲିକାରେ ବଡ଼ ନାମ

June 27, 2026
Latest News

ବାପ – ଝିଅଙ୍କୁ ଧକ୍କା ଦେଲା ଆମ ବସ

June 27, 2026

ଜୁନ୍ ୨୯ ରେ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ: ସମନ୍ୱୟ ସମିତି

June 27, 2026

ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ, ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

June 27, 2026

ପ୍ରେମ ପ୍ରତ୍ୟାଖ୍ୟାନର ଭୟଙ୍କର ପ୍ରତିଶୋଧ! ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିବା ଉଦ୍ୟମ

June 27, 2026

ଆଇପିଏଲ-୨୦୨୭ରେ ଦଳ ପରିବର୍ତ୍ତନ କରିବେ ଏହି ୧୫ ଖେଳାଳି: ତାଲିକାରେ ବଡ଼ ନାମ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.