Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୀତି ଆୟୋଗ ମାନ୍ୟତା: ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ଶ୍ରେଷ୍ଠ ପାଞ୍ଚରେ ଓଡ଼ିଶା
ବିଶେଷ ଖବର

ନୀତି ଆୟୋଗ ମାନ୍ୟତା: ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ଶ୍ରେଷ୍ଠ ପାଞ୍ଚରେ ଓଡ଼ିଶା

July 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ
Odisha Ranks 5th in NITI Aayog Investment Index

ଭୁବନେଶ୍ଵର: ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଏହି ଉଦ୍ୟମର ସୁଫଳ ସ୍ୱରୂପ ନିକଟରେ ପ୍ରକାଶ ପାଇଥିବା ନୀତି ଆୟୋଗ ମାନ୍ୟତାରେ ଓଡ଼ିଶା ଦେଶର ଶ୍ରେଷ୍ଠ ପାଞ୍ଚଟି ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି। ନିବେଶ ଅନୁକୂଳ ସୂଚକାଙ୍କ -ଆଇଏଫଆଇ ମାନ୍ୟତାରେ ୫୨ ଦଶମିକ ୪ ପଏଣ୍ଟ ସହିତ ଓଡ଼ିଶା ପଞ୍ଚମ ସ୍ଥାନରେ ସ୍ଥାନିତ ହୋଇଛି। ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଗୋଆ ଯଥାକ୍ରମେ ପ୍ରଥମରୁ ଚତୁର୍ଥ ମଧ୍ୟରେ ସ୍ଥାନ ପାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ ରାଜ୍ୟବାସୀ, ଶିଳ୍ପ ଅଂଶୀଦାର ଏବଂ ନିବେଶ ପ୍ରୋତ୍ସାହନ ଜଡ଼ିତ ସବୁ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି।

Investment Index niti aayog Odisha Ranks 5th ଓଡିଶା ନୀତି ଆୟୋଗ ମାନ୍ୟତା
Share. Facebook Twitter LinkedIn Email WhatsApp Copy Link

Related Posts

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଆର୍ଟିକାଲ ୩୭୦’ ଶ୍ରେଷ୍ଠ ଫିଚର ଫିଲ୍ମ, ୟମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ

July 19, 2026

ଭୁବନେଶ୍ବରରେ ଉଦଘାଟିତ ହେଲା ତିନିଦିନିଆ ଜଗନ୍ନାଥ ସଂଗୀତ କାର୍ଯ୍ୟକ୍ରମ ‘ଗୁହାରି’

July 18, 2026

ଟାଇମ୍‍ପାସ୍‍ ପୁସ୍ତକପର୍ବ: ଡ. ବିବୁଧରଞ୍ଜନଙ୍କ ୧୨ ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ

July 18, 2026

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

July 18, 2026
Latest News

ନୀତି ଆୟୋଗ ମାନ୍ୟତା: ନିବେଶ ଅନୁକୂଳ ରାଜ୍ୟ ମଧ୍ୟରେ ଶ୍ରେଷ୍ଠ ପାଞ୍ଚରେ ଓଡ଼ିଶା

July 19, 2026

ରାମନଗର-ଡେରାଡୁନ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

July 19, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଆର୍ଟିକାଲ ୩୭୦’ ଶ୍ରେଷ୍ଠ ଫିଚର ଫିଲ୍ମ, ୟମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ

July 19, 2026

ବିସ୍ତୃତ ରାଶିଫଳ: ଜୁଲାଇ ୧୯ ତାରିଖରେ ଆଠଟି ରାଶି ଉପରେ ସୂର୍ଯ୍ୟଦେବତାଙ୍କ ରହିଛି କୃପା

July 19, 2026

ଭୁବନେଶ୍ବରରେ ଉଦଘାଟିତ ହେଲା ତିନିଦିନିଆ ଜଗନ୍ନାଥ ସଂଗୀତ କାର୍ଯ୍ୟକ୍ରମ ‘ଗୁହାରି’

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.