Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ୍ମାଷ୍ଠମୀ ଅବସରରେ ମୁସିଲମ ମହିଳା ତାଙ୍କ ସନ୍ତାନଙ୍କୁ କୃଷ୍ଣ ବେଶ କରିବାକୁ ନେଇ ଚର୍ଚ୍ଚା, କିଏ ସେ ମହିଳା
ଆଜିର ଖବର

ଜନ୍ମାଷ୍ଠମୀ ଅବସରରେ ମୁସିଲମ ମହିଳା ତାଙ୍କ ସନ୍ତାନଙ୍କୁ କୃଷ୍ଣ ବେଶ କରିବାକୁ ନେଇ ଚର୍ଚ୍ଚା, କିଏ ସେ ମହିଳା

August 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
BAREILLY, AUG 23 (UNI);- A muslim women dressed her child as Lord Krishna on occasion of Sri Krishna Jananmasthami in Bareilly on Friday. UNI PHOTO-LKWPC6U
BAREILLY, AUG 23 (UNI);- A muslim women dressed her child as Lord Krishna on occasion of Sri Krishna Jananmasthami in Bareilly on Friday. UNI PHOTO-LKWPC6U

ସମୀକ୍ଷା ବ୍ୟୁରୋ

ଜନ୍ମାଷ୍ଠମୀ ହେଉଛି ହିନ୍ଦୁ ଧର୍ମର ଏକ ବଡ ପର୍ବ। କାରଣ ଏହି ଦିବସରେ ପାପୀଙ୍କୁ ବିନାଶ କରିବା ପାଇଁ ଧରାପୃଷ୍ଠରେ ଅବତରଣ କରିଥିଲେ ପ୍ରଭୃ ଶ୍ରୀକୃଷ୍ଣ। ସେଥିପାଇଁ ସବୁ ବର୍ଷ ଭାଦ୍ରବ ଅଷ୍ଠମୀ ତିଥୀରେ ପାଳିତ ହୋଇଥାଏ ଜନ୍ମାଷ୍ଠମୀ। ଏହି ପର୍ବଟି ହିନ୍ଧୁ ଧର୍ମର ହୋଇଥିଲେ ମଧ୍ୟ ଜଣେ ମୁସିଲମ ମହିଳା ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେ ତାଙ୍କର ସନ୍ତାନକୁ ଶ୍ରୀକୃଷ୍ଣ ବେଶ କରି ପ୍ରତିଯୋଗୀତାରେ ସାମିଲ କରାଇଥିଲା। ସେ ମହିଳା ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶ ବରେଲୀ ଜିଲ୍ଲାର। ତାଙ୍କର ଏପରି ପଦକ୍ଷେପକୁ ସେଠାକାର ବାସିନ୍ଦା ବେଶ୍ ପସନ୍ଦ କରିଛନ୍ତି। BAREILLY, AUG 23 (UNI);- A muslim women dressed her child as Lord Krishna on occasion of Sri Krishna Jananmasthami in Bareilly on Friday. UNI PHOTO-LKWPC5U

ତାଙ୍କୁ ସର୍ବଧର୍ମର ପ୍ରତୀକ ଭାବେ ଗ୍ରହଣ କରିଛନ୍ତି। ସାଧାରଣତଃ ଜନ୍ମାଷ୍ଠମୀରେ ପିଲାମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗୀତା ହୋଇଥାଏ। ଏଥିରେ ଯେଉଁ ଶିଶୁ ଭଲ ଦେଖାଯାଇଥାଏ ଏବଂ କୃଷ୍ଣ ବିଷୟରେ ସାମାନ୍ୟ ଜ୍ଞାନ ଥାଏ ତାକୁ ପୁରସ୍କୃତ କରାଯାଇଥାଏ। ଏହି ପ୍ରତିଯୋଗୀତା ବିଭିନ୍ନ ସହରରେ ଆୟୋଜିତ ହୋଇଆସୁଛି। ସେହିପରି ବରେଲୀରେ ମଧ୍ୟ ଏହି ପ୍ରତିଯୋଗୀତା ହୋଇଥିଲା। ଯେଉଁଥିରେ ଏହି ମୁସଲିମ ମହିଳା ତାଙ୍କ ସନ୍ତାନଙ୍କୁ କୃଷ୍ଣ ବେଶ କରି ପ୍ରତିଯୋଗୀତାକୁ ଆଣିଥିଲେ। ଯାହକୁ ବେଶ୍ ପ୍ରଶଂସା କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ଆସନ୍ନ ଅଙ୍ଗଚ୍ଛେଦକୁ ପ୍ରତିହତ କରି ରୋଗୀର ଗୋଡ଼କୁ ରକ୍ଷା କରିବାରେ ସଫଳ ହେଲେ ସମ୍ମମ ଡାକ୍ତର

February 13, 2026
Latest News

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026

ରଣପୁର: ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଯାପିତ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.