Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୃତୀୟ ଆଶେସ୍‌ ଟେଷ୍ଟ : ଚମକପ୍ରଦ ବିଜୟ ସହିତ ଇଂଲଣ୍ଡର ପ୍ରତ୍ୟାବର୍ତ୍ତନ
ଆଜିର ଖବର

ତୃତୀୟ ଆଶେସ୍‌ ଟେଷ୍ଟ : ଚମକପ୍ରଦ ବିଜୟ ସହିତ ଇଂଲଣ୍ଡର ପ୍ରତ୍ୟାବର୍ତ୍ତନ

August 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଳିତ ଆଶେସ୍‌ ସିରିଜ୍‌ର ତୃତୀୟ ଟେଷ୍ଟରେ ଇଂଲଣ୍ଡ ଚମକପ୍ରଦ ବିଜୟ ହାସଲ କରିଛି । ଏହି ବିଜୟ ସହିତ ବର୍ତ୍ତମାନ ସିରିଜ୍‌ 1-1ରେ ପହଞ୍ଚିଛି । ପ୍ରଥମ ଇନିଂସରେ ମାତ୍ର 67 ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିବା ଇଂଲଣ୍ଡ 359 ରନ୍‌ର ପିଛା କରୁଥିବା ବେଳେ 9 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି । 359 ରନ୍‌ର ପିଛା କରି 286 ରନ୍‌ରେ ନବମ ଓ୍ବିକେଟ୍‌ ହରାଇବା ପରେ ବେନ୍‌ ଷ୍ଟୋକ୍ସ ଅନ୍ତିମ ଓ୍ବିକେଟ୍‌ରେ ଜ୍ୟାକ୍‌ ଲିଚ୍‌(1) ଙ୍କ ସହିତ 76 ରନ୍‌ର ଭାଗିଦାରୀ କରି ଦଳକୁ ବିଜୟୀ କରାଇଥିଲେ । ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ 219 ବଲ୍‌ର ସମ୍ମୁଖୀନ ହୋଇ 135 ରନ୍‌ ସଂଗ୍ରହ କରିଥିଲେ । ଷ୍ଟୋକ୍ସଙ୍କ ଇନିଂସରେ 11ଟି ଚୌକା ଏବଂ 8ଟି ଛକ୍କା ସାମିଲ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଜୋ ରୁଟ୍‌ 77, ଜେ ଡେନ୍‌ଲି 50 ଏବଂ ଜନି ବାୟେରେଷ୍ଟୋ36 ରନ୍‌ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ହାଜେଲଉଡ୍‌ ସର୍ବାଧିକ 4ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ନାଥାନ ଲିୟନ 2ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ବେନ୍‌ ଷ୍ଟୋକ୍ସଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

June 20, 2026

ମିଳିଲାନି ରକ୍ତ, ଚାଲିଗଲା ୫ ବର୍ଷୀୟ ଶିଶୁପୁତ୍ରର ଜୀବନ : ଧର୍ମଗଡ ହସ୍ପିଟାଲରେ ଉତ୍ତେଜନା

June 20, 2026

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026
Latest News

୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

June 20, 2026

PM Modi Speech in Odia: ମୟୁରଭଂଜରେ ପ୍ରଧାନମନ୍ତ୍ରୀ ମୋଦି କଣ କହିଲେ, ପଢନ୍ତୁ ପୁରା ଭାଷଣ

June 20, 2026

ମିଳିଲାନି ରକ୍ତ, ଚାଲିଗଲା ୫ ବର୍ଷୀୟ ଶିଶୁପୁତ୍ରର ଜୀବନ : ଧର୍ମଗଡ ହସ୍ପିଟାଲରେ ଉତ୍ତେଜନା

June 20, 2026

ଜୁଲାଇ ୧ରୁ ସରକାରୀ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଚେତାବନୀ, ସମୂହ ଇସ୍ତଫା ପାଇଁ ପ୍ରସ୍ତୁତ OMSA

June 20, 2026

ହନୁମାନ ମନ୍ଦିରରେ ବଡ଼ ଦୁର୍ଘଟଣା: ଛାତ ଭୁଷୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.