Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡଲାର ତୁଳନାରେ 51 ପଇସା ଦୁର୍ବଳ ଭାରତୀୟ ମୁଦ୍ରା : 11 ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର
ଆଜିର ଖବର

ଡଲାର ତୁଳନାରେ 51 ପଇସା ଦୁର୍ବଳ ଭାରତୀୟ ମୁଦ୍ରା : 11 ବର୍ଷରେ ଛୁଇଁଲା ସର୍ବନିମ୍ନ ସ୍ତର

August 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ଅର୍ଥନୀତି ଏକ ନୂତନ ସମସ୍ୟାର ସମ୍ମୁଖୀନ ହୋଇଛି । ଅନ୍ତର୍ଜାତୀୟ ଅର୍ଥନୀତି ତଳୁଆ ରହିବା ପ୍ରଭାବରେ ଦୀର୍ଘ 11 ବର୍ଷର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ । ସୋମବାର ପ୍ରକାଶିତ ସୂଚନା ଅନୁଯାୟୀ ପଇସାର ମୂଲ୍ୟ 51 ପଇସା ହ୍ରାସ ପାଇ 72.17 ପଇସାରେ ପହଞ୍ଚିଛି । ଶୁକ୍ରବାର ଡଲାରର ବିନିମୟ ମୂଲ୍ୟ 71.66 ପଇସା ରହିଥିଲା । ଏହି ସମୟରେ ଚୀନ୍‌ର ଅର୍ଥନୀତି ମଧ୍ୟ ତଳୁଆ ରହିଛି । ଡଲାର ତୁଳନାରେ ୟେନ୍‌ର ମୂଲ୍ୟ 7.1487 ୟେନ୍‌ ରହିଛି । ଶୁକ୍ରବାର ବିଭିନ୍ନ ଚିନ ଉତ୍ପାଦ ଉପରେ ଆମେରିକା ବର୍ହିଶୁଳ୍କ ବଢାଇବା ପରେ ଚୀନ୍‌ ପକ୍ଷରୁ ସମାନ ପଦକ୍ଷେପ ନିଆଯାଇ ଆମେରିକୀୟ ଉତ୍ପାଦ ଉପରେ ବର୍ହିଶୁଳ୍କ ବଢାଯାଇଥିଲା । ଏହାର ପ୍ରଭାବ ସିଧାସଳଖ ସମଗ୍ର ଅନ୍ତର୍ଜାତୀୟ ଅର୍ଥନୀତି ଉପରେ ପଡିଛି । ଏହି ସମୟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇ ବ୍ୟାରେଲ ପିଛା 58.66 ଡଲାର ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

May 7, 2026

ବ୍ରଜପାତରେ ଚାଲିଗଲା ଶାଶୁ- ବୋହୁଙ୍କ ଜୀବନ

May 7, 2026

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026
Latest News

ବାଲିଅନ୍ତା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

May 7, 2026

ବ୍ରଜପାତରେ ଚାଲିଗଲା ଶାଶୁ- ବୋହୁଙ୍କ ଜୀବନ

May 7, 2026

ପୋଖରୀରେ ବୁଡି ୨ ଛାତ୍ର ମୃତ

May 7, 2026

ବାଲିଅନ୍ତା ହତ୍ୟା : ୪ ଅଟକ

May 7, 2026

ଦେଶବ୍ୟାପୀ ମାଗଣା ବାର୍ଷିକ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.