Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାମ୍ମୁକାଶ୍ମୀରର ରାଜ୍ୟପାଳଙ୍କୁ ରାଜ୍ୟର ବିଜେପି ସଭାପତି ଭାବେ ନିଯୁକ୍ତି କରିବା ଉଚିତ୍‌ : ଅଧୀର ରଞ୍ଜନ ଚୌଧୁରୀ
ଆଜିର ଖବର

ଜାମ୍ମୁକାଶ୍ମୀରର ରାଜ୍ୟପାଳଙ୍କୁ ରାଜ୍ୟର ବିଜେପି ସଭାପତି ଭାବେ ନିଯୁକ୍ତି କରିବା ଉଚିତ୍‌ : ଅଧୀର ରଞ୍ଜନ ଚୌଧୁରୀ

August 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଜାମ୍ମୁ-କାଶ୍ମୀର ରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲିକ ବିଜେପି ନେତାଙ୍କ ଭଳି କାମ କରୁଛନ୍ତି ଏବଂ ବିଜେପି ନେତାଙ୍କ ଭଳି ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଜାମ୍ମୁ-କାଶ୍ମୀରର ବିଜେପି ସଭାପତି ଭାବେ ନିଯୁକ୍ତ କରିବା ଉଚିତ ବୋଲି ଅଧିର ରଞ୍ଜନ କହିଛନ୍ତି। ଧାରା ୩୭୦ ଉଚ୍ଛେଦ କରାଯିବା ପରେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନେ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିଲାବେଳେ ସେମାନଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଥିଲା। ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ସହରକୁ ପ୍ରବେଶ କରିବାକୁ ଅନୁମତି ଦେଇ ନ ଥିଲା। ଫଳରେ ରାହୁଲ ଏବଂ ବିରୋଧୀ ନେତାମାନେ ବିମାନବନ୍ଦରରୁ ଫେରିଆସିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025

କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

September 22, 2025

ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ

September 22, 2025

ଦୃଷ୍ଟିହୀନଙ୍କ ପାଇଁ କଲେଜ ଓ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ କେନ୍ଦ୍ର ଗୃହମନ୍ତ୍ରୀ

September 22, 2025
Latest News

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025

କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

September 22, 2025

ଭୁବନେଶ୍ୱରଠାରେ ଭିଜନ ଓଡିଶା ହେଲଥ୍ କନକ୍ଲେଭ-2025 ଅନୁଷ୍ଠିତ

September 22, 2025

ଦୃଷ୍ଟିହୀନଙ୍କ ପାଇଁ କଲେଜ ଓ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ କେନ୍ଦ୍ର ଗୃହମନ୍ତ୍ରୀ

September 22, 2025

ଆଜି ସେପ୍ଟେମ୍ବର ୨୨ ତାରିଖ ସୋମବାରରେ ନଅଟି ରାଶି ପ୍ରତି ସୂର୍ଯ୍ୟ ଦେବଙ୍କର ରହିଛି ଆଶୀର୍ବାଦ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.