ପୁରୀ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ପୁରୀ ଶ୍ରୀମନ୍ଦିର 75 ମିଟର ପରିଧି ଭିତରେ ଥିବା ନିର୍ମାଣଗୁଡ଼ିକର ଉଚ୍ଛେଦ ଆରମ୍ଭ ହୋଇଛି । ଆଜି ପ୍ରଥମେ ଲଙ୍ଗୁଳି ମଠରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମଠ ଭଙ୍ଗା ଯାଉଛି । 8 ଜଣ ମାଜିଷ୍ଟ୍ରେଟ୍ ଏହାର ତଦାରଖ କରୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ 30 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦ ପ୍ରକ୍ରିୟାରେ 4 ଟି ଡ୍ରୋଜର୍ ନିୟୋଜିତ କରାଯାଇଛି । ଲଙ୍ଗୁଳି ମଠ ପରେ ଏମ୍ଆର୍ ମଠ ଭଙ୍ଗା ଯିବାକୁ ନିଷ୍ପତ୍ତି ହୋଇଛି ।
Tags: