Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓ୍ବାର୍‌ର ଟ୍ରେଲର ରିଲିଜ୍‌ : ଜବରଦସ୍ତ ଆକ୍ସନ୍‌ ମୋଡ୍‌ରେ ହ୍ରିତିକ୍‌- ଟାଇଗର୍‌
ଆଜିର ଖବର

ଓ୍ବାର୍‌ର ଟ୍ରେଲର ରିଲିଜ୍‌ : ଜବରଦସ୍ତ ଆକ୍ସନ୍‌ ମୋଡ୍‌ରେ ହ୍ରିତିକ୍‌- ଟାଇଗର୍‌

August 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ୍‌ର ଦୁଇ ଆକ୍ସନ୍‌ ଷ୍ଟାର ହ୍ରିତିକ୍‌ ରୋଶନ୍‌ ଏବଂ ଟାଇଗର ଶ୍ରଫ୍‌ଙ୍କ ଫିଲ୍ମ ଓ୍ବାରର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରଟିରେ ଜବରଦସ୍ତ ଆକ୍ସନ୍‌ ସିନ୍‌ ଏବଂ ବାଇକ୍‌ ଏବଂ କାର୍‌ ଚେଜ୍‌ ସିନ୍‌ ଦେଖିବାକୁ ମିଳିଛି । କାହାଣୀର ପୃଷ୍ଠ ଭୂମି ଅନୁଯାୟୀ ଉଭୟ ହ୍ରିତିକ୍‌ ଏବଂ ଟାଇଗର୍‌ ଆର୍ମି ଅଫିସର ଭୂମିକାରେ ନଜର ଆସିଛନ୍ତି । ହ୍ରିତିକ୍‌ ଦେଶ ବିରୋଧୀ ପାଲଟି ଯାଇଥିବା ବେଳେ ହ୍ରିତିକଙ୍କୁ ଖୋଜିବାରେ ନିୟୋଜିତ ହୋଇଛନ୍ତି ଟାଇଗର୍‌ । ଟ୍ରେଲରଟିକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି । ବାଣୀ କପୁର ସମ୍ପୂର୍ଣ୍ଣ ସେକ୍ସି ଅବତାରରେ ନଜର ଆସିଛନ୍ତି ଏହି ଫିଲ୍ମରେ । ଏହି ତିନି ଜଣଙ୍କ ବ୍ୟତିତ ଆଶୁତୋଷ ରାଣା ଏବଂ ଅନୁପ୍ରିୟା ଗୋଏଙ୍କା ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି । ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ବ୍ୟାଙ୍ଗ ବ୍ୟାଙ୍ଗ ପରେ ଏହା ସିଦ୍ଧାର୍ଥ-ହ୍ରିତିକ୍‌ ଯୋଡିଙ୍କର ପ୍ରଥମ ଫିଲ୍ମ । ଗାନ୍ଧୀ ଜୟନ୍ତୀ ଅବସରରେ ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ୟୁନିଫାଏଡ ଅଟୋମେସନ ବ୍ୟବସ୍ଥା ଅନଲାଇନ ଉପସ୍ଥାନକୁ ଶିକ୍ଷକ ସଂଘର ବିରୋଧ

August 21, 2026

ମାଷ୍ଟରକ୍ୟାଣ୍ଟିନ ହିଂସାକାଣ୍ଡ: କ୍ଷମା ମାଗିଲା ଅନଲାଇନ ଡ୍ରାଇଭର ସଂଘ

August 21, 2026

ଓଲଟିଲା ପିକଅପ : ୧୦ ଶ୍ରମିକ ଗୁରୁତର

August 21, 2026

ଓଡ଼ିଶାର ଏସଆଇଆର ମଡେଲକୁ ଗ୍ରହଣ କରିବ ମହାରାଷ୍ଟ୍ର: ମୁଖ୍ୟ ନିର୍ବାଚନ ଅଧିକାରୀ

August 21, 2026
Latest News

ୟୁନିଫାଏଡ ଅଟୋମେସନ ବ୍ୟବସ୍ଥା ଅନଲାଇନ ଉପସ୍ଥାନକୁ ଶିକ୍ଷକ ସଂଘର ବିରୋଧ

August 21, 2026

ମାଷ୍ଟରକ୍ୟାଣ୍ଟିନ ହିଂସାକାଣ୍ଡ: କ୍ଷମା ମାଗିଲା ଅନଲାଇନ ଡ୍ରାଇଭର ସଂଘ

August 21, 2026

ଓଲଟିଲା ପିକଅପ : ୧୦ ଶ୍ରମିକ ଗୁରୁତର

August 21, 2026

ଓଡ଼ିଶାର ଏସଆଇଆର ମଡେଲକୁ ଗ୍ରହଣ କରିବ ମହାରାଷ୍ଟ୍ର: ମୁଖ୍ୟ ନିର୍ବାଚନ ଅଧିକାରୀ

August 21, 2026

ବନ୍ଦେ ମାତରମ୍ ପ୍ରସଙ୍ଗ: କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.