Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୪୭ ବର୍ଷରେ ପ୍ରଥମ ଥର ୧୨ ମାସ ଶୂନ ମୃତାହତ: CRPF କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

୪୭ ବର୍ଷରେ ପ୍ରଥମ ଥର ୧୨ ମାସ ଶୂନ ମୃତାହତ: CRPF କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

November 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
୪୭ ବର୍ଷରେ ପ୍ରଥମ ଥର ୧୨ ମାସ ଶୂନ ମୃତାହତ: CRPF କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
୪୭ ବର୍ଷରେ ପ୍ରଥମ ଥର ୧୨ ମାସ ଶୂନ ମୃତାହତ: CRPF କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବାହିନୀ ବା ସିଆରପିଏଫ ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ଗତ ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କ୍ରମାଗତ ୧୨ ମାସ ଧରି ସିଆରପିଏଫ ଶୂନ ମୃତାହତ ରେକର୍ଡ କରିଛି, ଅର୍ଥାତ ଗତ ଏକ ବର୍ଷ ମଧ୍ୟରେ କୌଣସି ଯବାନ ସହିଦ ହୋଇନାହାନ୍ତି।

ଏହି ଗୌରବମୟ ଉପଲବ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂରି ଭୂରି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, “ଗୋଟିଏ ‘ଶୂନ’ ଯାହା ଅନେକ କିଛି କହିଯାଏ। ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ CRPF କ୍ରମାଗତ ୧୨ ମାସ ଶୂନ ମୃତାହତ ହାସଲ କରିଛି। ଏହା ଆମ ବୀର ଯବାନମାନଙ୍କର ସାହସ, ରଣନୀତି ଏବଂ ସୁରକ୍ଷା ବ୍ୟବସ୍ଥାରେ ଆସିଥିବା ଉନ୍ନତିର ପ୍ରମାଣ।”

ସୂଚନା ଅନୁସାରେ, ସିଆରପିଏଫ ମୁଖ୍ୟତଃ ନକ୍ସଲ ପ୍ରଭାବିତ ଅଞ୍ଚଳ, ଜମ୍ମୁ-କାଶ୍ମୀର ଓ ଉତ୍ତର-ପୂର୍ବ ରାଜ୍ୟରେ ନିୟୋଜିତ ହୋଇଥାଏ। ଏଭଳି ସମ୍ବେଦନଶୀଳ ଅଞ୍ଚଳରେ ଶୂନ ମୃତାହତ ରେକର୍ଡ କରିବା ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଏହା ପଛରେ କେନ୍ଦ୍ର ସରକାରଙ୍କ ନକ୍ସଲମୁକ୍ତ ଅଭିଯାନ, ଆଧୁନିକ ଅସ୍ତ୍ରଶସ୍ତ୍ର, ଉନ୍ନତ ତାଲିମ ଓ ଗୁଇନ୍ଦା ବ୍ୟବସ୍ଥାକୁ ମୁଖ୍ୟ କାରଣ ବୋଲି କୁହାଯାଉଛି।

crpf ଐତିହାସିକ ଉପଲବ୍ଧି ନରେନ୍ଦ୍ର ମୋଦୀ ଶୂନ ମୃତାହତ
Share. Facebook Twitter LinkedIn Email WhatsApp Copy Link

Related Posts

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026

କଟକ ବାଲିଯାତ୍ରା ପ୍ଲଟ୍ ନିଲାମ ଆରମ୍ଭ: ସର୍ବାଧିକ ଦର ୧୩୦୦ ଟଙ୍କା

November 4, 2026

ବାତ୍ୟାରେ ପ୍ରଭାବିତ ଜିଲ୍ଲା ଗୁଡ଼ିକର ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ: ୪ ଆଇଏଏସ୍ ଅଫିସର୍ ନିୟୋଜିତ

November 4, 2026

ମାଇଁ ଭାରତର ‘ଯୁବା ସଂବାଦ’ ଅଭିଯାନରେ ୫୯ ହଜାରରୁ ଅଧିକ ଯୁବକଯୁବତୀ ସାମିଲ୍

November 4, 2026
Latest News

ନଭେମ୍ବର ୧୧ରୁ ୨୨ ରାଜ୍ୟବ୍ୟାପୀ ପାଳିତ ହେବ ଜନଜାତୀୟ ଗୌରବ ଦିବସ

November 4, 2026

ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣା ରୋକିବାକୁ ପ୍ରଶାସନ କଠୋର: DRSC ବୈଠକରେ ବଡ଼ ନିଷ୍ପତ୍ତି

November 4, 2026

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା! ଫ୍ଲୋରିଡାରେ ବାଜି ମାରିଲେ ଭାରତୀୟ ବଂଶୋଦ୍ଭବ ପିଆ ଡାଣ୍ଡିଆ

November 4, 2026

କଟକ ବାଲିଯାତ୍ରା ପ୍ଲଟ୍ ନିଲାମ ଆରମ୍ଭ: ସର୍ବାଧିକ ଦର ୧୩୦୦ ଟଙ୍କା

November 4, 2026

ବାତ୍ୟାରେ ପ୍ରଭାବିତ ଜିଲ୍ଲା ଗୁଡ଼ିକର ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ: ୪ ଆଇଏଏସ୍ ଅଫିସର୍ ନିୟୋଜିତ

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.