Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»IAS Reshuffle in Odisha: ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀ ପୁଣି ଓଏଏସଡି ଭାବେ ନିଯୁକ୍ତ
ବିଶେଷ ଖବର

IAS Reshuffle in Odisha: ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀ ପୁଣି ଓଏଏସଡି ଭାବେ ନିଯୁକ୍ତ

November 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
IAS Reshuffle in Odisha
IAS Reshuffle in Odisha: ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁ ସେଠୀ ପୁଣି ଓଏଏସଡି ଭାବେ ନିଯୁକ୍ତ

IAS Reshuffle in Odisha: ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଜିଏ ବିଭାଗର ଓଏଏସଡି କରାଯାଇଛି। ସେ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ଅଛନ୍ତି। ହେଲେ ସେଠାରେ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ତାଙ୍କୁ ପୁଣି ସବୁ ପଦପଦବୀରୁ ହଟାଇ ଦିଆଯାଇ ଜିଏ ବିଭାଗକୁ ବଦଳି କରାଯାଇଛି। ସେହିପରି ରୂପା ମିଶ୍ର କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ନୁଆ ନିଯୁକ୍ତି ମିଳିଛି।

1-ବିଷ୍ଣୁପଦ ସେଠୀ: ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (Odisha Forest Development Corporation) ଏବଂ କେବିକେ (KBK) ରେ ଥିବା ଅଧ୍ୟକ୍ଷ ଦାୟିତ୍ୱରୁ ଆସି, ସାଧାରଣ ପ୍ରଶାସନ ଓ ସର୍ବସାଧାରଣ ଅଭିଯୋଗ ବିଭାଗରେ ‘ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି’ (OSD) ଭାବରେ ନିଯୁକ୍ତ ହୋଇଛନ୍ତି।

2- ଗିରିଶ ଏସ୍.ଏନ୍: ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗରୁ ସ୍ଥାନାନ୍ତରିତ ହୋଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି। 

3- ଏସ ଅଶ୍ବସ୍ଥି: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ତଥା କମିଶନର ବଦଳି ହୋଇ ବର୍ତ୍ତମାନ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

4- ରୂପା ମିଶ୍ର: କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ସେ ପୁନର୍ବାର ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ସଚିବ ତଥା କମିଶନର ଭାବେ ନିଯୁକ୍ତ ହୋଇଛନ୍ତି।

IAS Reshuffle in Odisha ଆଇଏଏସ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ହେପାଜତ ସମୟଠାରୁ ଆରମ୍ଭ ହେବ ୨୪ ଘଣ୍ଟା ଗଣନା

November 5, 2026

New Hospital in Bhubaneswar: କିଡନୀ ଓ ୟୁରୋଲୋଜି ଚିକିତ୍ସା ପାଇଁ ଖୋଲିଲା AINU ହସପିଟାଲ

November 5, 2026

ରାଜଧାନୀରେ ପୁଣି ଫୁଟିଲା ଗୁଳି! ମାଉସୀ ମା’ ଛକରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

November 5, 2026

୩୨ ବର୍ଷର ଲଢ଼େଇରେ କର୍ମଚାରୀଙ୍କ ବଡ଼ ବିଜୟ, ୧୯୯୪ରୁ ମିଳିବ ଚାକିରିର ମାନ୍ୟତା; ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀ ବି ପାଇବେ ବକେୟା ଟଙ୍କା

November 5, 2026
Latest News

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ହେପାଜତ ସମୟଠାରୁ ଆରମ୍ଭ ହେବ ୨୪ ଘଣ୍ଟା ଗଣନା

November 5, 2026

New Hospital in Bhubaneswar: କିଡନୀ ଓ ୟୁରୋଲୋଜି ଚିକିତ୍ସା ପାଇଁ ଖୋଲିଲା AINU ହସପିଟାଲ

November 5, 2026

କେଉଁଟା ଶ୍ରେଷ୍ଠ ODI ଇନିଂସ?: ଜନ୍ମଦିନରେ ଖୁଲାସା କଲେ ବିରାଟ କୋହଲି

November 5, 2026

ଧନତେରସ ପୂର୍ବରୁ ମହଙ୍ଗା ହେଲା ସୁନା: ୯ ହଜାର ବଢ଼ିଲା ରୁପା

November 5, 2026

IAS Reshuffle in Odisha: ଆଇଏଏସ ସ୍ତରରେ ଅଦଳବଦଳ, ବିଷ୍ଣୁପଦ ସେଠୀ ପୁଣି ଓଏଏସଡି ଭାବେ ନିଯୁକ୍ତ

November 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.