Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟକାରିଣୀ ବୈଠକରେ ବିଜେଡ଼ିରେ ମାନସ ମନ୍ଥନ : ଆସନ୍ତାକାଲିଠୁ ସଦସ୍ୟତା ଅଭିଯାନ
ଆଜିର ଖବର

କାର୍ଯ୍ୟକାରିଣୀ ବୈଠକରେ ବିଜେଡ଼ିରେ ମାନସ ମନ୍ଥନ : ଆସନ୍ତାକାଲିଠୁ ସଦସ୍ୟତା ଅଭିଯାନ

September 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
BJD Supremo Naveen Patnaik hold party meeting
Bjd meeting at Bhubaneswar

ରାଜ୍ୟରେ ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିବା ବିଜୁ ଜନତାଦଳ ଦଳୀୟ ସାଙ୍ଗଠନିକକୁ ଆହୁରି ମଜବୁତ କରିବାକୁ ଆଜି ଇଡ୍‌କଲ୍‌ ଅଡିଟୋରିୟମ୍‌ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଦସ୍ୟ ଗହଣ ଅଭିଯାନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇସାରିଛି । ଏହି ସଦସ୍ୟତା ଗ୍ରହଣ ବେଳେ ଆଧାର କାର୍ଡ଼ ଲିଙ୍କ କରାଯିବ ବୋଲି ବିଜେଡି ନେତା ଅରୁଣ ସାହୁ ଓ ସୁବାସ ସିଂ ସୂଚନା ଦେଇଛନ୍ତି । ଓଡ଼ିଶାରେ ବିଜୁ ଜନତା ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ସେପ୍ଟେମ୍ବର ୨ ତାରିଖରୁ ବିଜେଡି ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହୋଇ ଅକ୍ଟୋବର ୨ଯାଏଁ ଚାଲିବ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବିପୁଳ ବିଜୟ ପାଇଁ ରାଜ୍ୟବାସୀ ଓ କର୍ମୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକ ଆରମ୍ଭ କରିଛନ୍ତି  । ଏହି ବୈଠକରେ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ସହ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ମଧ୍ୟ ସାମିଲ ରହିଥିଲେ । ଏହି ବୈଠକରେ ୫ଟି ଆକ୍ସନ ପ୍ଲାନ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି ।  ୫ଟି ଆକ୍ସନ ପ୍ଲାନର ଏହି ୫ଟି ପ୍ଲାନର ଲକ୍ଷ୍ୟ ରହିଛି ଟ୍ରାନ୍ସପେରେନ୍ସି ,ଟିମ ୱାର୍କ, ଟେକ୍ନୋଲୋଜୀ, ଟାଇମ ଓ ଟ୍ରାନ୍ସଫରମେସନ । ସଦସ୍ୟତା ଗ୍ରହଣ ଅଭିଯାନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇସାରିଛି । ପୈାର ପରିଷଦରେ ରହିବେ ୧୫ଜଣ ସଦସ୍ୟ ରହିବେ ।  ସଦସ୍ୟ ସଂଗ୍ରହ ବେଳେ ଆଧାର ଲିଙ୍କ କରାଯିବା ନେଇ ଏହି ବୈଠକରେ ଆଲୋଚନା କରାଯାଉଛି । ପଞ୍ଚାୟତସ୍ତରରେ ପ୍ରତିୱାର୍ଡ଼ରେ ରହିବେ ୪ଜଣ ସଦସ୍ୟ ଓ ମହାନଗରରେ ୪୦ଜଣ ସକ୍ରିୟ ସଦସ୍ୟ ରହିବେ । ଏନଏସିରୁ ୫ ସଦସ୍ୟ ରହିବେ ।  ଜଣେ ସକ୍ରିୟ ସଦସ୍ୟ ଆଉ ୨୪ଜଣଙ୍କ ସଦସ୍ୟ କରିପାରିବ । ଏନେଇ ବିଜେଡି ନେତା ଅରୁଣ ସାହୁ ଓ ସୁବାସ ସିଂ ସୂଚନା ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025

ନବରାତ୍ରିର ପ୍ରଥମ ଦିନରେ GST ସଂସ୍କାର: ଆଜିଠାରୁ କ’ଣ ଶସ୍ତା ଏବଂ କ’ଣ ହେବ ମହଙ୍ଗା?

September 22, 2025
Latest News

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025

ନବରାତ୍ରିର ପ୍ରଥମ ଦିନରେ GST ସଂସ୍କାର: ଆଜିଠାରୁ କ’ଣ ଶସ୍ତା ଏବଂ କ’ଣ ହେବ ମହଙ୍ଗା?

September 22, 2025

ଧଉଳି ଶାନ୍ତି ସ୍ତୁପରେ ପାଳିତ ହେଲା ବିଶ୍ୱ ଶାନ୍ତି ଉତ୍ସବ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.