Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ପିଭି ସିନ୍ଧୁ ଆଇଓଏ ଆଥ୍‌ଲେଟ୍ସ କମିଶନ୍ ଅଧ୍ୟକ୍ଷା, ହରମନପ୍ରୀତ୍ ଉପାଧ୍ୟକ୍ଷ
ଖେଳ

ପିଭି ସିନ୍ଧୁ ଆଇଓଏ ଆଥ୍‌ଲେଟ୍ସ କମିଶନ୍ ଅଧ୍ୟକ୍ଷା, ହରମନପ୍ରୀତ୍ ଉପାଧ୍ୟକ୍ଷ

November 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
PV Sindhu is the Chairperson of the IOA Athletes Commission, Harmanpreet is the Vice-Chairperson.

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ଆଥ୍‌ଲେଟ୍ସ କମିଶନ୍ ଗଠିତ ହୋଇଛି। ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ତାରା ବ୍ୟାଡ୍‌ମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ଏହି କମିଶନ୍‌ର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବାବେଳେ ଭାରତୀୟ ପୁରୁଷ ହକି ଟିମ୍ କ୍ୟାପ୍‌ଟେନ୍ ହରମନପ୍ରୀତ୍ ସିଂହ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରିଟର୍ଣ୍ଣି ଅଫିସର୍ ଏମାନଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା କଥା ଘୋଷଣା କରିଛନ୍ତି। ଏହା ବ୍ୟତୀତ ଷ୍ଟାର୍ ୱେଟ୍‌ଲିଫ୍‌ଟର ମୀରାବାଇ ଚାନୁ ଏବଂ ସୁଇମର୍ ସାଜନ ପ୍ରକାଶଙ୍କୁ ଆଇଓଏର ଜେନେରାଲ୍ ବଡିରେ ଆଥ୍‌ଲେଟ୍ ପ୍ରତିନିଧି ଭାବେ ମନୋନୀତ କରାଯାଇଛି। ଶୁକ୍ରବାର ରିଟର୍ଣ୍ଣି ଅଫିସର୍ ସଞ୍ଜୟ କେ. ଶ୍ରୀବାସ୍ତବ ଚାରି ଖେଳାଳିଙ୍କୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ଘୋଷିତ କରିଛନ୍ତି।

ସିନ୍ଧୁ ଏବଂ ହରମନ୍‌ପ୍ରୀତ୍‌ଙ୍କୁ ଆଇଓଏର ନୂଆ କାର୍ଯ୍ୟକାରିଣୀ ପରିଷଦରେ ମଧ୍ୟ ସ୍ଥାନ ମିଳିବ। ଏହାର ଗଠନ ଡିସେମ୍ବର ୫ରେ ହେବାକୁ ଥିବା ଭାରତୀୟ ଅଲିମ୍ପିକ୍ ସଂଘ ନିର୍ବାଚନ ପରେ କରାଯିବ। ସେହିପରି ମୀରାବାଇ ଚାନୁ ଓ ସାଜନ୍ ପ୍ରକାଶଙ୍କୁ ଆଇଓଏ ନିର୍ବାଚନରେ ମତଦାନ କରିବାର ଅଧିକାର ମିଳିବ। ଚାରି ଖେଳାଳିଙ୍କ କାର୍ଯ୍ୟକାଳ ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ଅର୍ଥାତ୍ ଚାରିବର୍ଷର ହେବ। ଏହା ପୂର୍ବରୁ ନଭେମ୍ବର ୩ ତାରିଖରେ ସିନ୍ଧୁ, ହରମନ୍‌ପ୍ରୀତ୍‌, ଚାନୁ ଓ ସାଜନ୍‌ଙ୍କ ସମେତ ୧୦ ଖେଳାଳି ଆଇଓଏ ଆଥ୍‌ଲେଟ୍ସ କମିଶନ୍‌ର ସଦସ୍ୟ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ପୂର୍ବତନ ଆଥ୍‌ଲେଟ୍ ସୁଧା ସିଂହଙ୍କ ନିର୍ବାଚନ ଦୌଡ଼ରୁ ହଟିବା ପରେ ୧୦ ଆସନ ପାଇଁ କେବଳ ୧୦ ପ୍ରାର୍ଥୀ ହିଁ ରହିଥିଲେ। ଏହା ମଧ୍ୟରେ ପାଞ୍ଚ ପୁରୁଷ ଏବଂ ପାଞ୍ଚ ମହିଳା ଖେଳାଳି ସାମିଲ।

ଅଧ୍ୟକ୍ଷା ଉପାଧ୍ୟକ୍ଷ ପିଭି ସିନ୍ଧୁ ଆଇଓଏ ଆଥ୍‌ଲେଟ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ମାଉଣ୍ଟ୍ କିଲିମଞ୍ଜାରୋ ବିଜୟ ; ୨୪ ଘଣ୍ଟାରୁ କମ୍ ସମୟରେ ରେକର୍ଡ କଲେ କବିତା ଚନ୍ଦ

November 7, 2026

ସୟଦ୍ ମୁସ୍ତାକ ଅଲୀ ଟିମର କ୍ୟାପ୍‌ଟେନ୍ ହେଲେ ବୈଭବ ସୂର୍ଯ୍ୟବଂଶୀ

November 7, 2026

ବେଙ୍ଗାଲୁରୁରେ ନାରକୀୟ ହତ୍ୟାକାଣ୍ଡ ; ପତ୍ନୀ ସମେତ ଶାଶୂଘରର ୭ ଜଣଙ୍କୁ ହତ୍ୟା କଲା କ୍ୟାବ୍ ଚାଳକ

November 7, 2026

ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା: ମିଳିଲାନି ଅନ୍ତରୀଣ ଜାମିନ

November 7, 2026
Latest News

ମାଉଣ୍ଟ୍ କିଲିମଞ୍ଜାରୋ ବିଜୟ ; ୨୪ ଘଣ୍ଟାରୁ କମ୍ ସମୟରେ ରେକର୍ଡ କଲେ କବିତା ଚନ୍ଦ

November 7, 2026

ପିଭି ସିନ୍ଧୁ ଆଇଓଏ ଆଥ୍‌ଲେଟ୍ସ କମିଶନ୍ ଅଧ୍ୟକ୍ଷା, ହରମନପ୍ରୀତ୍ ଉପାଧ୍ୟକ୍ଷ

November 7, 2026

ସୟଦ୍ ମୁସ୍ତାକ ଅଲୀ ଟିମର କ୍ୟାପ୍‌ଟେନ୍ ହେଲେ ବୈଭବ ସୂର୍ଯ୍ୟବଂଶୀ

November 7, 2026

ବେଙ୍ଗାଲୁରୁରେ ନାରକୀୟ ହତ୍ୟାକାଣ୍ଡ ; ପତ୍ନୀ ସମେତ ଶାଶୂଘରର ୭ ଜଣଙ୍କୁ ହତ୍ୟା କଲା କ୍ୟାବ୍ ଚାଳକ

November 7, 2026

ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା: ମିଳିଲାନି ଅନ୍ତରୀଣ ଜାମିନ

November 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.