Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ଜାତୀୟ ଆଇନ ସେବା ସପ୍ତାହ ଉଦଯାପିତ
ଆଜିର ଖବର

ବାଣପୁରରେ ଜାତୀୟ ଆଇନ ସେବା ସପ୍ତାହ ଉଦଯାପିତ

November 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର : ଜାତୀୟ ଆଇନସେବା ପ୍ରାଧିକରଣର ନିର୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ‘ଜାତୀୟ ଆଇନ ସେବା ଦିବସ’ ଯଥା ନଭେମ୍ବର ୯ ତାରିଖରୁ ଜାରି ରହିଥିବା ସପ୍ତାହବ୍ୟାପି ଆଇନ ସଚେତନତା କାର୍ଯ୍ୟକ୍ରମ ଶନିବାର ଯଥା ନଭେମ୍ବର 14 ତାରିଖ ଦିନ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉଦଯାପିତ ହୋଇଯାଇଛି । ଉକ୍ତ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା,ଶିଶୁମନ୍ଦିର ପରିଚାଳନା ସମିତି ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର, ଅଧ୍ୟକ୍ଷ ଜ୍ୟୋତିର୍ମୟ ତ୍ରିପାଠୀ, ଫ୍ରଣ୍ଟ ଅଫିସ ରଟେନର ଶାନ୍ତନୁ ମହାପାତ୍ର ଓ ଅନ୍ୟ ଓକିଲ ଆଦି ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପବିତ୍ର ଶିଶୁଦିବସ ର ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ଆଇନ ସେବା ସମ୍ବନ୍ଧରେ ଅବଗତ କରାଇଥିଲେ । ସୂଚନା ଥାଉକି ଉକ୍ତ ସପ୍ତାହବ୍ୟାପି ଆଇନ ସଚେତନତା କାର୍ଯ୍ୟକ୍ରମ ବାଣପୁର ବ୍ଲକର ଏକାଧିକ ବିଦ୍ୟାଳୟ ଯଥା ଭେଟିନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ,ଶ୍ରୀ ଅରବିନ୍ଦ ସ୍କୁଲ ଏଫ ଇଣ୍ଟେଗ୍ରାଲ ଏଜୁକେସନ,ଆଦର୍ଶ ବିଦ୍ୟାଳୟ ଏବଂ ଗୋଦାବରୀଶ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ଥାନ ଗୁଡିକରେ ଅତିଥିମାନଙ୍କ ଦ୍ୱାରା ଆଇନ ସେବା ପ୍ରାଧିକରଣ ଅଧିନିୟମ, ମଧ୍ୟସ୍ଥତା,ନ୍ୟାୟ ସଂଯୋଗ, ଲୋକ ଅଦାଲତ, ପୋକସୋ ଆକ୍ଟ ଆଦି ବିଷୟଗୁଡିକରେ ସଚେତନ କରାଯାଇଥିଲା ।

ଜାତୀୟ ଆଇନ ସେବା ସପ୍ତାହ ଜାତୀୟ ଆଇନସେବା ପ୍ରାଧିକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ମଣ୍ଡପମ୍‌ରେ ଉଦ୍‌ଘାଟିତ ହେଲା ‘ଓଡ଼ିଶା ପାଭିଲିୟନ୍‌’

November 15, 2026

୧୭ରେ ମେଗା ଯୁବ ମହୋତ୍ସବ ‘ଉମଙ୍ଗ ୨୦୨୬’ : ୧୫ ହଜାର ଯୁବପିଢ଼ିଙ୍କୁ ମାର୍ଗଦର୍ଶନ ଦେବେ ଶ୍ରୀ ଶ୍ରୀ ରବିଶଙ୍କର

November 15, 2026

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 15, 2026

ସାମାଜିକ ସୁରକ୍ଷାର ସୁଦୃଢ଼ୀକରଣ ହିଁ ସମାବେଶୀ ବିକାଶର ଆଧାର

November 15, 2026
Latest News

ଭାରତ ମଣ୍ଡପମ୍‌ରେ ଉଦ୍‌ଘାଟିତ ହେଲା ‘ଓଡ଼ିଶା ପାଭିଲିୟନ୍‌’

November 15, 2026

୧୭ରେ ମେଗା ଯୁବ ମହୋତ୍ସବ ‘ଉମଙ୍ଗ ୨୦୨୬’ : ୧୫ ହଜାର ଯୁବପିଢ଼ିଙ୍କୁ ମାର୍ଗଦର୍ଶନ ଦେବେ ଶ୍ରୀ ଶ୍ରୀ ରବିଶଙ୍କର

November 15, 2026

ବାଣପୁରରେ ଜାତୀୟ ଆଇନ ସେବା ସପ୍ତାହ ଉଦଯାପିତ

November 15, 2026

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉଦ୍‌ଯାପିତ

November 15, 2026

ସାମାଜିକ ସୁରକ୍ଷାର ସୁଦୃଢ଼ୀକରଣ ହିଁ ସମାବେଶୀ ବିକାଶର ଆଧାର

November 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.