Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁଏସ୍‌ ଓପନ୍‌ରେ ବିପର୍ଯ୍ୟୟ : କ୍ବାର୍ଟରରୁ ବିଦାୟ ନେଲେ ଫେଡେରର
ଆଜିର ଖବର

ୟୁଏସ୍‌ ଓପନ୍‌ରେ ବିପର୍ଯ୍ୟୟ : କ୍ବାର୍ଟରରୁ ବିଦାୟ ନେଲେ ଫେଡେରର

September 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବୁଧବାର ୟୁଏସ୍‌ ଓପନ୍‌ରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ପୂର୍ବତନ ଏକ ନମ୍ବର ତଥା 21 ଗ୍ରାଣ୍ଡସ୍ଲାମ ବିଜେତା ସ୍ବିସ୍‌ ତାରକା ରୋଜର ଫେଡେରର ବୁଧବାର କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି । 78 ତମ ସିଡ୍‌ର ମାନ୍ୟତା ପାଇଥିବା ବୁଲଗେରିଆର ଗ୍ରୀଗୋର ଡିମିଟ୍ରୋଭ୍‌ଙ୍କ ନିକଟରୁଚ ପରାଜିତ ହୋଇଛନ୍ତି ତିନି ନମ୍ବର ସିଡ୍‌ ରୋଜର ଫେଡେରର୍‌ । ଉଭୟଙ୍କ ମଧ୍ୟରେ ପାଞ୍ଚ ସେଟ୍‌ର ମାରାଥନ୍‌ ମୁକାବିଲା ଚାଲିଥିଲା । 6-3,4-6, 6-3, 4-6 ଏବଂ 6-2 ସେଟ୍‌ରେ ଫେଡେରରଙ୍କୁ ପରାସ୍ତ କରିଥିଲେ ଡିମିଟ୍ରୋଭ୍‌ । ଏହା ସହିତ ପ୍ରଥମ ଥର ପାଇଁ ସର୍ବନିମ୍ନ ମାନ୍ୟତା ପ୍ରାପ୍ତ କୌଣସି ଖେଳାଳି ସେମିରେ ପହଞ୍ଚିଛନ୍ତି । ପୂର୍ବରୁ ଭାରତୀୟ ଖେଳାଳି ସୁମିତ୍‌ ନାଗଲଙ୍କ ବିପକ୍ଷରୁ ଅଭିଯାନ ଆରମ୍ଭ କରିଥିବା ବେଳେ ପ୍ରଥମ ରାଉଣ୍ଡରେ ନାଗଲଙ୍କ ନିକଟରୁ ପରାଜିତ ହୋଇଥିଲେ । ଦିମିତ୍ରୋଭ୍‌ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ୍‌ର ସେମିରେ ପ୍ରବେଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୭୩୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

June 20, 2026
Latest News

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.