ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରରେ ଅରୁଣ ଜେଟ୍ଲୀଙ୍କ ପାଇଁ ସର୍ବଦଳୀୟ ଶୋକସଭାଙ୍କ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହ ସବୁ ଦଳର ନେତାମାନେ ଏଥିରେ ସାମିଲ୍ ହୋଇଛନ୍ତି । ଏହି ଶୋକସଭାରେ ବିଜେଡ଼ି, ବିଜେପି, କଂଗ୍ରେସ ଦଳର ବହୁ ନେତା ଶୋକସଭାରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକସଭାକୁ ଆସିନଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଶୋକବାର୍ତ୍ତା ପଢିଥିଲେ ଦେବୀ ମିଶ୍ର ।