Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାବୁଲରେ ଆମେରିକା ଦୂତାବାସ ନିକଟରେ କାର ବୋମା ବିସ୍ଫୋରଣ : 3 ମୃତ, 30 ଆହତ
ଆଜିର ଖବର

କାବୁଲରେ ଆମେରିକା ଦୂତାବାସ ନିକଟରେ କାର ବୋମା ବିସ୍ଫୋରଣ : 3 ମୃତ, 30 ଆହତ

September 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଫଗାନିସ୍ତାନର ରାଜଧାନୀ କାବୁଲରେ ରହିଥିବା ଆମେରିକୀୟ ଦୂତାପବାସ ନିକଟରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣ ଘଟିଛି । ଏହି କାର ବୋମା ବିସ୍ଫୋରଣରେ ଅନ୍ୟୁନ ତିନି ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଆମେରିକୀୟ ଦୂତାବାସ, ନାଟୋର କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ଆମେରିକୀୟ ରାଷ୍ଟ୍ରଦୂତ ଆଫଗାନିସ୍ତାନ ଗସ୍ତରେ ରହିଥିବା ବେଳେ ଚଳିତ ସପ୍ତାହରେ ଏହା ଦ୍ବିତୀୟ ବିସ୍ଫୋରଣ । ମୃତକ ଏବଂ ଆହତଙ୍କ ମଧ୍ୟରେ ଏକାଧିକ ସୁରକ୍ଷା କର୍ମୀ ରହିଥିବା ନେଇ ପୋଲିସ୍‌ ମୁଖପାତ୍ର ଫିରଦୌସ୍‌ ଫରମାଜ୍‌ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ଘଟିଥିବା ଅନ୍ୟ ଏକ ବିସ୍ଫୋରଣରେ 16 ଜଣଙ୍କ ପ୍ରାଣହାନି ଘଟିବା ସହିତ 100ରୁ ଅଧିକ ଆହତ ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ

December 17, 2025

ଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା

December 17, 2025

ବଡ଼ ରେକର୍ଡ କଲା ଟାଟା ସିଏରା: ୨୪ ଘଣ୍ଟା ମଧ୍ୟରେ ହେଲା ୭୦,୦୦୦ ରୁ ଅଧିକ ବୁକିଂ

December 17, 2025

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦,ଜାଣନ୍ତୁ କାହାର ପଲ୍ଲା ଭାରି?

December 17, 2025
Latest News

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ

December 17, 2025

ଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା

December 17, 2025

ବଡ଼ ରେକର୍ଡ କଲା ଟାଟା ସିଏରା: ୨୪ ଘଣ୍ଟା ମଧ୍ୟରେ ହେଲା ୭୦,୦୦୦ ରୁ ଅଧିକ ବୁକିଂ

December 17, 2025

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦,ଜାଣନ୍ତୁ କାହାର ପଲ୍ଲା ଭାରି?

December 17, 2025

ମୟୂରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.