Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ମୋଟରଯାନ ଆଇନ୍‌ ଜାଲରେ ସରକାରୀ ଗାଡ଼ି, ନିୟମ ଉଲ୍ଲଂଘନ କରି ଗଣିଲେ ତଣ୍ଡ
ଆଜିର ଖବର

ନୂଆ ମୋଟରଯାନ ଆଇନ୍‌ ଜାଲରେ ସରକାରୀ ଗାଡ଼ି, ନିୟମ ଉଲ୍ଲଂଘନ କରି ଗଣିଲେ ତଣ୍ଡ

September 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ୧୦ଗୁଣ ଜରିମାନା ଦେବାକୁ ପଡୁଛି । ନିୟମକୁ ବେଶ୍‌ କଡ଼ାକଡ଼ି କରାଯାଇଥିବାବେଳେ ଏଥିରୁ ବାଦ ପଡ଼ିନି ସରକାରୀ ଗାଡ଼ି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ନିୟମ ଉଲଂଘନ କଲେ ଲାଗୁଛି ତଣ୍ଡ । ଆଜି ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ଆଜି ଭୁବନେଶ୍ୱର ନାଲୋକୋ ଛକରେ ସରକାରୀ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ରୋଡ଼ ପରମିଟ ନଥିବା ବିଏମସି ଗାଡ଼ିକୁ ଲାଗିଲା ୧୦ହଜାର ଓ ଗୁଡ୍ସ କ୍ୟାରିଅରରେ କର୍ମଚାରୀଙ୍କୁ ବସାଇ ନେବା ଫଳରେ ୫ହଜାର ଟଙ୍କା ଫାଇନ ଲାଗିଛି । ଏହି ବିଏମସି ଗାଡ଼ିରୁ ମୋଟ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରିଛି ଟ୍ରାଫିକ ପୋଲିସ ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ

December 17, 2025

ଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା

December 17, 2025

ବଡ଼ ରେକର୍ଡ କଲା ଟାଟା ସିଏରା: ୨୪ ଘଣ୍ଟା ମଧ୍ୟରେ ହେଲା ୭୦,୦୦୦ ରୁ ଅଧିକ ବୁକିଂ

December 17, 2025

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦,ଜାଣନ୍ତୁ କାହାର ପଲ୍ଲା ଭାରି?

December 17, 2025
Latest News

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୬ ଅନୁଷ୍ଠିତ

December 17, 2025

ଦ୍ଵିତୀୟ ଦିବସରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ନେଟବଲ ପ୍ରତିଯୋଗିତା

December 17, 2025

ବଡ଼ ରେକର୍ଡ କଲା ଟାଟା ସିଏରା: ୨୪ ଘଣ୍ଟା ମଧ୍ୟରେ ହେଲା ୭୦,୦୦୦ ରୁ ଅଧିକ ବୁକିଂ

December 17, 2025

ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦,ଜାଣନ୍ତୁ କାହାର ପଲ୍ଲା ଭାରି?

December 17, 2025

ମୟୂରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.