ନୂତନ ଟ୍ରାଫିକ୍ ନିୟମରେ ପ୍ରଥମ ଥର ପାଇଁ ଜରିମାନା ଭରିଛନ୍ତି ଭୁବନେଶ୍ବର ବିଧାୟକ । ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଥମ ବିଧାୟକ ଭାବରେ ୫୦୦ ଟଙ୍କା ଜରିମାନା ଭରିଛନ୍ତି । ଡିସିପିଙ୍କ ଉପସ୍ଥିତିରେ ଏହି ଜରିମାନା ଅର୍ଥ ପ୍ରଦାନ କରିଛନ୍ତି ବିଧାୟକ । ବିଧାୟକ ସଡକ ସୁରକ୍ଷା ସଚେତନତା ପାଇଁ ଲୋକଙ୍କୁ ଚକୋଲେଟ୍ ଏବଂ ଲିଫ୍ଲେଟ୍ ବଣ୍ଟନ କରୁଥିବା ସମୟରେ ତାଙ୍କୁ ଏହି ଜରିମାନା ଭରିବାକୁ ପଡିଛି ।