Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରରେ ଏନ୍‌କାଉଣ୍ଟର : ତିନି ଅପରାଧୀ ଗୁରୁତର
ଆଜିର ଖବର

ସମ୍ବଲପୁରରେ ଏନ୍‌କାଉଣ୍ଟର : ତିନି ଅପରାଧୀ ଗୁରୁତର

September 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ସମ୍ବଲପୁରରେ ଗୋଟିଏ ଏନ୍‌କାଉଣ୍ଟର ହୋଇଛି । ଏଥିରେ ତିନି ଜଣ ଅପରାଧି ଗୁରୁତର ହୋଇଛନ୍ତି । ସମ୍ବଲପୁର  ଜିଲ୍ଲା  କୁଲୁଥକାନି-ଧନକଉଡ଼ା ରାସ୍ତାରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌ ଆହତ ହୋଇଛି । ତା’ର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତ୍ରିଦେବ ବାଗ୍‌ ଓ ତା’ର ସହଯୋଗୀମାନେ କୁଲୁଥକାନି-ଧନକଉଡ଼ା ରାସ୍ତାରେ ଡକାୟତି କରିବାକୁ ଏକାଠି ହୋଇଥିଲେ । ଏହାର ଗୁପ୍ତ ସୂଚନା ପାଇ ଭୋର ପ୍ରାୟ ସାଢେ ୫ଟା ବେଳେ ଧନୁପାଲ୍ଲୀ ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ଚଢ଼ଉ କରିଥିଲା । ଏହି ସେମାନେ ପୋଲିସ ଉପରକୁ ଗୁଳି କରି ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲେ । ଏହା ପରେ ପୋଲିସର ପାଲଟା ଗୁଳିରେ ତ୍ରିଦେବ ଗୁରୁତର ହୋଇପଡ଼ିଥିଲା । ଅନ୍ୟପକ୍ଷରେ ତ୍ରିଦେବର ଜଣେ ସହଯୋଗୀ ଦୀପକ ମଣ୍ଡଳକୁ ମଧ୍ୟ ଗିରଫ କରାଯାଇଛି । ଏହି ଗ୍ୟାଙ୍ଗରେ ଜଣେ ନାବାଳକ ଥିବା ଜଣାପଡ଼ିଛି । ପୋଲିସ ତାକୁ ଅଟକ ରଖିଛି । ଏହି ଏନ୍‌କାଉଣ୍ଟର ସମୟରେ ଜଣେ ପୁଲିସ୍‌ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି, ଟଙ୍କା ଓ ୩ଟି ସୁନା ଚେନ୍ ଜବତ କରାଯାଇଛି । ତ୍ରିଦେବ ନାଁରେ ସମ୍ୱଲପୁର ଜିଲ୍ଲାରେ ୮ରୁ ଉର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି । ଏଥିସହ ଦେବଗଡ଼ ଜିଲ୍ଲାରେ ମଧ୍ୟ ତା’ ନାଁରେ ଅପରାଧିକ ମାମଲା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ?: ୯ ଯାତ୍ରୀ ଅଟକ

September 22, 2025

“ଆମ ପୋଲିସ୍” ପ୍ରକଳ୍ପ ଅନ୍ତର୍ଗତ ବୋଲଗଡ଼ ଥାନାରେ ସଂଳାପ ସଭା ଅନୁଷ୍ଠିତ

September 22, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି, ଗୃହ ମଧ୍ୟରେ ହଟ୍ଟଗୋଳ

September 22, 2025

ଧୂଳିସାତ ହେବ କି ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବା ସ୍ଵପ୍ନ?: ଜାଣନ୍ତୁ ସମୀକରଣ

September 22, 2025
Latest News

ମହିଳାଙ୍କୁ ମୋଦିଙ୍କ ପୂଜା ଭେଟି, ୨୫ ଲକ୍ଷ ଅତିରିକ୍ତ ଉଜ୍ଜଳା ଏଲପିଜି ସଂଯୋଗ ପାଇଁ ଅନୁମତି

September 22, 2025

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ?: ୯ ଯାତ୍ରୀ ଅଟକ

September 22, 2025

“ଆମ ପୋଲିସ୍” ପ୍ରକଳ୍ପ ଅନ୍ତର୍ଗତ ବୋଲଗଡ଼ ଥାନାରେ ସଂଳାପ ସଭା ଅନୁଷ୍ଠିତ

September 22, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି, ଗୃହ ମଧ୍ୟରେ ହଟ୍ଟଗୋଳ

September 22, 2025

ଧୂଳିସାତ ହେବ କି ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବା ସ୍ଵପ୍ନ?: ଜାଣନ୍ତୁ ସମୀକରଣ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.