Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିମାନବନ୍ଦର ୮ ମାସ କାଳ ବନ୍ଦ ରହିବା ପ୍ରସଙ୍ଗ: “ବେଶୀ ବିମାନ ପ୍ରଭାବିତ ହେବନି”- ସୁରେଶ ଚନ୍ଦ୍ର ହୋତା
ଆଜିର ଖବର

ବିମାନବନ୍ଦର ୮ ମାସ କାଳ ବନ୍ଦ ରହିବା ପ୍ରସଙ୍ଗ: “ବେଶୀ ବିମାନ ପ୍ରଭାବିତ ହେବନି”- ସୁରେଶ ଚନ୍ଦ୍ର ହୋତା

September 18, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରନୱେ ରିକାର୍ପିଙ୍ଗ୍ ପାଇଁ ଦୀର୍ଘ ୮ ମାସ କାଳ ପର୍ଯ୍ୟାୟ କ୍ରମେ ବିଜୁ ପଟ୍ଟନାୟକ ବିମାନବନ୍ଦର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୧ରୁ ଜୁନ ୩୦ଯାଏଁ ବିମାନବନ୍ଦର ପର୍ଯ୍ୟାୟକ୍ରମେ ରହିଵ ବୋଲି ଗତକାଲି ସୂଚନା ମିଳିଥିଲା। ଏହାଦ୍ଵାରା ଉଭୟ ଯାତ୍ରୀ ଏବଂ ବିମାନ ପ୍ରଭାବିତ ହେବେ ବୋଲି ଅନୁମାନ କରାଯାଉଥିଲା। ତେବେ ଏନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ଆଜି ଭୁବନେଶ୍ଵର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସ୍ପଷ୍ଟ କରିଛନ୍ତି। ସୁରେଶ ଚନ୍ଦ୍ର ହୋତା କହିଛନ୍ତି କି, ବର୍ତ୍ତମାନ ସମୟରେ ବିମାନବନ୍ଦରରେ ୨ଟି ରନୱେ ରହିବା କଥା। ଏହା ପୁରୁଣା ବିମାନବନ୍ଦର ଯୋଗୁଁ ଏଠାରେ ଗୋଟିଏ ରନୱେ ରହିଛି। ୫୨୩ ମିଟର ବିକଳ୍ପ ରନୱେକୁ ଡି-କମିଶନ ପାଇଁ କହିଛନ୍ତି ଡିଡିସିଏ। ଭୁବନେଶ୍ଵର ନିକଟରେ ନୂଆ ଏୟାରପୋର୍ଟ କେବଳ ଜମି ଚିହ୍ନଟରେ ଅଟକିଛି। ରିକାର୍ପେଟିଂ ପାଇଁ ବେଶୀ ବିମାନ ଉଡାଣ ପ୍ରଭାବିତ ନହେବା ପାଇଁ ଆଶା ରଖାଯାଇଛି।  ଶେଷ ଥର ପାଇଁ ୨୦୦୭ରେ ରନୱେ ରିକାର୍ପେଟିଂ ହୋଇଥିଲା । ଏବେ ଭୁବନେଶ୍ଵରକୁ ଦୈନିକ ୩୯ଟି ବିମାନ ଯାତାୟତ କରୁଛି। ପ୍ରତି ୧୦ ବର୍ଷରେ ଥରେ ରିକାର୍ପେଟିଙ୍ଗ୍ କରାଯାଏ। ଏବେ ରନୱେର ଅବସ୍ଥା ଖରାପ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

September 22, 2025

୭୦୦ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗଦେଲେସାଂସଦ ମମତା ମହାନ୍ତ

September 22, 2025

ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

September 22, 2025

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ?: ୯ ଯାତ୍ରୀ ଅଟକ

September 22, 2025
Latest News

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

September 22, 2025

ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

September 22, 2025

୭୦୦ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗଦେଲେସାଂସଦ ମମତା ମହାନ୍ତ

September 22, 2025

ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

September 22, 2025

ମହିଳାଙ୍କୁ ମୋଦିଙ୍କ ପୂଜା ଭେଟି, ୨୫ ଲକ୍ଷ ଅତିରିକ୍ତ ଉଜ୍ଜଳା ଏଲପିଜି ସଂଯୋଗ ପାଇଁ ଅନୁମତି

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.