ଭିଜିଲାନ୍ସ ଜାଲରେ ସରକାରୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗ ମାମଲାରେ ବଲାଙ୍ଗୀରର ପାଟଣାଗଡ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ସହକାରୀ ନିର୍ବାହୀ ଯନ୍ତ୍ରୀ କିଶୋର ପାତ୍ରଙ୍କ ଘରେ ମଙ୍ଗଳବାର ସକାଳୁ ଚଢାଉ କରାଯାଇଥିଲା । ଏକାଥରେ ପାଟଣାଗଡର ବାସଭବନ ସମେତ 4ଟି ସ୍ଥାନରେ ଚଢାଉ କରାଯାଇଥିଲା ।