Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଚ୍ଚ ଶିକ୍ଷା ବିଭାଗ ପାଇଁ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ
ଆଜିର ଖବର

ଉଚ୍ଚ ଶିକ୍ଷା ବିଭାଗ ପାଇଁ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ

September 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ସରକାର ନିୟମକୁ କଡ଼ାକଡ଼ି କରିଛନ୍ତି । କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା କରିବାକୁ ସରକାର ବାୟୋମେଟ୍ରିକ୍‌କୁ ବାଧ୍ୟତାମୂଳକ କରିଛନ୍ତି । ଯଦି କୌଣସି କର୍ମଚାରୀ ବାୟୋମେଟ୍ରିକ୍‌ରେ ଆଙ୍ଗୁଳି ଚିହ୍ନ ବା ପଞ୍ଚ ଇନ୍‌ ଓ ପଞ୍ଚ ଆଉଟ୍‌ ନ କରନ୍ତି ତାହା ହେଲେ ତାଙ୍କର ସେଦିନ ଛୁଟି ବୋଲି ବିବେଚନା କରାଯିବ । ଏ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ଦିନକୁ ସାଢ଼େ ୭ ଘଣ୍ଟା ଡ୍ୟୁଟି ସମୟ ବାଧ୍ୟତାମୂଳକ କରାଯାଇଛି । ୧୦ଟାରୁ ୬ଟା ପର୍ଯ୍ୟନ୍ତ ଅଫିସ ସମୟ ରଖାଯାଇଥିବାବେଳେ ଆସିବା ସମୟ ୩୦ ମିନିଟ କୋହଳ କରାଯାଇଛି । ସେହିପରି ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଆସିଲେ ବିଳମ୍ବ ଉପସ୍ଥାନ ହେବ ।  ଗୋଟିଏ ମାସର ୩ଟି ବିଳମ୍ବ ଉପସ୍ଥାନ ହେଲେ ତାହା ଗୋଟିଏ ଦିନ ଛୁଟିରେ ଗଣାଯିବ ।  ସେହିପରି ଯଦି କୌଣସି କର୍ମଚାରୀ ୪ ଘଣ୍ଟାରୁ କମ୍‌ ସମୟ ଅଫିସ୍‌ରେ ରହୁନ୍ତି ତାହା ହେଲେ ସେହିଦିନ ଛୁଟି ପଡ଼ିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ୭ ମୃତ୍ୟୁ: ମୁମ୍ବାଇକୁ ଚେତାବନୀ ଜାରି

September 23, 2025

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

September 23, 2025

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେଲେ ଆଚାର୍ଯ୍ୟ ବାଲକୃଷ୍ଣ: ପତଞ୍ଜଳି ର ଦାବି

September 23, 2025
Latest News

ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ୭ ମୃତ୍ୟୁ: ମୁମ୍ବାଇକୁ ଚେତାବନୀ ଜାରି

September 23, 2025

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

September 23, 2025

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେଲେ ଆଚାର୍ଯ୍ୟ ବାଲକୃଷ୍ଣ: ପତଞ୍ଜଳି ର ଦାବି

September 23, 2025

ଏହି ଭାରତୀୟମାନଙ୍କୁ ମିଳିପାରେ ବର୍ଦ୍ଧିତ ଏଚ-୧ବି ଭିସା ଫି ରୁ ମୁକ୍ତି: ଟ୍ରମ୍ପ କରିବେ ଘୋଷଣା

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.