Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକପ୍ରିୟ ତେଲୁଗୁ ହାସ୍ୟାଭିନେତା ବେଣୁମାଧବଙ୍କ ପରଲୋକ
ଆଜିର ଖବର

ଲୋକପ୍ରିୟ ତେଲୁଗୁ ହାସ୍ୟାଭିନେତା ବେଣୁମାଧବଙ୍କ ପରଲୋକ

September 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ତେଲୁଗ ଫିଲ୍ମ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ବେଣୁ ମାଧବଙ୍କ ୩୯ ବର୍ଷ ବୟସରେ ପରଲୋକ ଘଟିଛି। ହାଇଦ୍ରାବାଦ ସ୍ଥିତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ସେ ଯକୃତ ଓ ବୃକକଜନୀତ ରୋଗରେ ପୀଡ଼ିତ ଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ତେଲୁଗ ଦେଶମ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଟ୍ଵିଟ୍ କରି ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି।  ବେଣୁ ମାଧବ ଜଣେ ମିମିକ୍ରି କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଜଣେ ହାସ୍ୟ ଅଭିନେତା ଭାବେ ଫିଲ୍ମରେ ପାଦ ଦେଇଥିଲେ। ସେ ଫିଲ୍ମ ସଂପ୍ରଦାୟମ ଜରିଆରେ ତେଲୁଗ ଫିଲ୍ଜ ଜଗତରେ ପ୍ରବେଶ କରିଥିଲେ। ଏହି ଫିଲ୍ମ ୧୯୯୬ରେ ରିଲିଜ୍ ହୋଇଥିଲା। ସେ ତାମିଲ ଓ ତେଲୁଗରେ ପ୍ରାୟ ୨୦୦ ଫିଲ୍ମରେ ଅଭିନୟ କରିଛନ୍ତି।  ତାଙ୍କର ଶେଷ ଫିଲ୍ମ ଡ. ପରମାନନ୍ଦିଆ ଷ୍ଟୁଡେଣ୍ଟ ରହିଛି, ଯାହା ଏପର୍ଯ୍ୟନ୍ତ ରିଲିଜ୍‌ ହୋଇନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ୭ ମୃତ୍ୟୁ: ମୁମ୍ବାଇକୁ ଚେତାବନୀ ଜାରି

September 23, 2025

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

September 23, 2025

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେଲେ ଆଚାର୍ଯ୍ୟ ବାଲକୃଷ୍ଣ: ପତଞ୍ଜଳି ର ଦାବି

September 23, 2025
Latest News

ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ୭ ମୃତ୍ୟୁ: ମୁମ୍ବାଇକୁ ଚେତାବନୀ ଜାରି

September 23, 2025

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

September 23, 2025

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେଲେ ଆଚାର୍ଯ୍ୟ ବାଲକୃଷ୍ଣ: ପତଞ୍ଜଳି ର ଦାବି

September 23, 2025

ଏହି ଭାରତୀୟମାନଙ୍କୁ ମିଳିପାରେ ବର୍ଦ୍ଧିତ ଏଚ-୧ବି ଭିସା ଫି ରୁ ମୁକ୍ତି: ଟ୍ରମ୍ପ କରିବେ ଘୋଷଣା

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.