Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବର୍ଷର ଦ୍ବିତୀୟାର୍ଦ୍ଧରେ ସକ୍ରିୟ ହେବ ଆର୍ଥିକ ଅଭିବୃଦ୍ଧି : ନିର୍ମଳା ସୀତାରମଣ
ଆଜିର ଖବର

ବର୍ଷର ଦ୍ବିତୀୟାର୍ଦ୍ଧରେ ସକ୍ରିୟ ହେବ ଆର୍ଥିକ ଅଭିବୃଦ୍ଧି : ନିର୍ମଳା ସୀତାରମଣ

September 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
nirmal sitharama
nirmal sitharama

ବର୍ଷର ଦ୍ବିତୀୟାର୍ଦ୍ଧରେ ଆର୍ଥିକ ଅଭିବୃଦ୍ଧି ସକ୍ରିୟ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଆସନ୍ତା ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ଅଭିବୃଦ୍ଧି ପୁନର୍ବାର ସକ୍ରିୟ ହେବ ବୋଲି ସୀତାରମଣ ସୂଚନା ଦେଇଛନ୍ତି । ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ ଆର୍ଥିକ ଅଭିବୃଦ୍ଧି ହାର 5 ପ୍ରତିଶତରୁ କମ୍‌ ରହିଥିଲା ଯାହାକି ବିଗତ 6 ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଛୁଇଁଥିଲା । ଗ୍ରାମୀଣ ଭାରତରେ ଘରୋଇ ବଜାର ନିମନ୍ତେ ଅଭିବୃଦ୍ଧିର ଏକ ବୃହତର ସୁଯୋଗ ରହିଛି । ଏହି ଅଭିବୃଦ୍ଧି ହାର ହାସଲ କଲେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସଠିକ୍‌ ଦିଗରେ ପରିଚାଳିତ ହେବ ବୋଲି ସୀତାରମଣ କହିଛନ୍ତି । ସେହିପରି ସମସ୍ତ ଘରୋଇ ବ୍ୟାଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଉପଯୁକ୍ତ ପରିମାଣର ଅର୍ଥ ସମସ୍ତ ବ୍ୟାଙ୍କରେ ମହଜୁଦ ରହିଛି । ସମସ୍ତ ଘରୋଇ ବ୍ୟାଙ୍କ ଅଧିକାରୀଙ୍କ ସହିତ ବୈଠକ ପରେ ସୀତାରମଣ ଏହି ସୂଚନା ଦେଇଛନ୍ତି । ବ୍ୟାଙ୍କିଙ୍ଗ କ୍ଷେତ୍ର ଏହି ସମୟ ମଧ୍ୟରେ 18ରୁ 25 ପ୍ରତିଶତର ଅଭିବୃଦ୍ଧି ହାସଲରେ ସକ୍ଷମ ହେବ ବୋଲି ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 23, 2025

ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ୭ ମୃତ୍ୟୁ: ମୁମ୍ବାଇକୁ ଚେତାବନୀ ଜାରି

September 23, 2025

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

September 23, 2025
Latest News

ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

September 23, 2025

ପ୍ରବଳ ବର୍ଷା ଯୋଗୁଁ କୋଲକାତାରେ ୭ ମୃତ୍ୟୁ: ମୁମ୍ବାଇକୁ ଚେତାବନୀ ଜାରି

September 23, 2025

ବିନା ଟିକେଟରେ ବିମାନରେ ଲୁଚି ନୂଆଦିଲ୍ଲୀ ପଳାଇ ଆସିଲେ ଜଣେ ବାଳକ, ସୁରକ୍ଷା କର୍ମି ଆଶ୍ଚର୍ଯ୍ୟ

September 23, 2025

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

September 23, 2025

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେଲେ ଆଚାର୍ଯ୍ୟ ବାଲକୃଷ୍ଣ: ପତଞ୍ଜଳି ର ଦାବି

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.