Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓସିଏ ସମ୍ପାଦକ ହେଲେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା
ଆଜିର ଖବର

ଓସିଏ ସମ୍ପାଦକ ହେଲେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା

September 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। । ଓସିଏ ସମ୍ପାଦକ ହେଲେ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା । ୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି ସଞ୍ଜୟ ବେହେରା । ସଞ୍ଜୟଙ୍କ ପ୍ୟାନେଲର ସମସ୍ତ ୫ ପ୍ରାର୍ଥୀ ବିଜୟୀ  ଶୁକ୍ରବାର ସକାଳ ସାଢ଼େ ୧୧ଟା ବେଳେ ଆରମ୍ଭ ହୋଇଥିବା ଭୋଟ୍ ପର୍ଯ୍ୟାୟ ଅପରାହ୍ଣ ୨ଟା ବେଳେ ଶେଷ ହୋଇଥିଲା। ୪ଟା ବେଳେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା, ଯେଉଁଥିରେ ସଞ୍ଜୟ ବେହେରାଙ୍କ ସପକ୍ଷରେ ୭୩ରୁ ୪୫ ଭୋଟ ଯାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକଙ୍କ ସପକ୍ଷରେ ମାତ୍ର ୨୫ ଭୋଟ୍ ଯାଇଥିଲା। ସେହିପରି ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଭାବେ ଅକ୍ଷୟ ସାମଲ, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଏବଂ ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାଁ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ନିର୍ବାଚନ ଜିତିବା ପରେ ନିଜ ସମର୍ଥକଙ୍କୁ ଧନ୍ୟବାଦ ଜଣାଇବା ସହ ଧର୍ମର ଜୟ ହୋଇଛି ବୋଲି କହିଛନ୍ତି । ଭୋଟରଙ୍କ ପାଖରେ ଋଣୀ ବୋଲି କହିବା ସହିତ ହୀନ ଚକ୍ରାନ୍ତକାରୀଙ୍କୁ ଉଚିତ ଜବାବ ମିଳିଛି ବୋଲି କହିଛନ୍ତି ସଞ୍ଜୟ । ବାପାଙ୍କ ଆଶୀର୍ବାଦରୁ ସେ ସମ୍ପାଦକ ଭାବେ ଜିତିଛନ୍ତି ଓ ସେ ବାପାଙ୍କ ଆଶା ପୂରଣ କରିବେ ବୋଲି କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରୋଚକ ମୋଡ଼ରେ ପହଞ୍ଚିଲା ବରଗଡର ପ୍ରସିଦ୍ଧ ଧନୁଯାତ୍ରାର ନାଟକ  

January 3, 2026

ଆଜି ‘ଜାତୀୟ ସଡ଼କ ସୁରକ୍ଷା ମାସ’ର ରାଜ୍ୟସ୍ତରୀୟ ଉତ୍ସବର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

January 3, 2026

ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

January 3, 2026

ଆଜି ଜାନୁୟାରୀ ତିନି ତାରିଖ ଶନିବାର, ଚାରୋଟି ରାଶି ପାଇଁ ଭଲଦିନ ନୁହେଁ

January 3, 2026
Latest News

ରୋଚକ ମୋଡ଼ରେ ପହଞ୍ଚିଲା ବରଗଡର ପ୍ରସିଦ୍ଧ ଧନୁଯାତ୍ରାର ନାଟକ  

January 3, 2026

ଆଜି ‘ଜାତୀୟ ସଡ଼କ ସୁରକ୍ଷା ମାସ’ର ରାଜ୍ୟସ୍ତରୀୟ ଉତ୍ସବର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

January 3, 2026

ଧାନସଂଗ୍ରହ ପାଇଁ ପଞ୍ଜିକୃତ ଜମିର ହେଉଛି ଉପଗ୍ରହ ସର୍ବେକ୍ଷଣ, ଯାଞ୍ଚ ପରେ ମିଳିବ ଟୋକନ

January 3, 2026

ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

January 3, 2026

ଆଜି ଜାନୁୟାରୀ ତିନି ତାରିଖ ଶନିବାର, ଚାରୋଟି ରାଶି ପାଇଁ ଭଲଦିନ ନୁହେଁ

January 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.