ସମୀକ୍ଷା ବ୍ୟୁରୋ
ଚାରିଆଡେ ବର୍ତ୍ତମାନ ପୂଜାର ମାହୋଲ। ଭକ୍ତିପୂତ ଭାବେ ସମସ୍ତେ ମାଙ୍କୁ ଆବାହନ କରିବାରେ ଲାଗିଛନ୍ତି। ଓଡିଶାର ବିଭିନ୍ନ ସହରରେ ଆକର୍ଶଣୀୟ ତୋରଣ ସହିତ ମାଙ୍କ ପୂଜାନିତି ଚାଲିଛି। ତେବେ ଦୁର୍ଗା ପୂଜା ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା କୋଲକତା ସହରରେ ମଧ୍ୟ ଏ ବର୍ଷ ପରିବେଶ ବେଶ ଆକର୍ଷଣୀୟ ହୋଇଛି।
କୋଲକାତାର ଏକ ପୂଜା ମଣ୍ଡପରେ ମା,ଙ୍କର ଏକ ପାରଂପାରିକ ଶୈଳୀରେ ନିର୍ମିତ ମୂର୍ତ୍ତି ପୂଜା ପାଉଛନ୍ତି
କୋଲକାତାର ପୂଜା ମଣ୍ଡପରେ ଏକ ଭିନ୍ନ ଶୈଳୀର ମା,ଙ୍କ ମୂର୍ତ୍ତିକୁ ପୂଜା କରାଯାଉଛି
କୋଲକାତାର ଏକ ପୂଜା ମଣ୍ଡପରେ ମା,ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ
କୋଲକାତାର ମା ଙ୍କ ଆକର୍ଷଣୀୟ ମୂର୍ତ୍ତି ସମସ୍ତଙ୍କ ଆଖି ଝଲସାଇ ଦେଉଛି।
ମା,ଙ୍କ ଦର୍ଶନ ପାଇଁ କୋଲକାତାର ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ