Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆକର୍ଷଣୀୟ ତୋରଣରେ ଝଲସୁଛି କୋଲକାତା ସହର, ଦେଖିଲେ ଜାଣିପାରିବେ କେମିତି ଅଛି ପାର୍ବଣର ପରିବେଶ
ବିଶେଷ ଖବର

ଆକର୍ଷଣୀୟ ତୋରଣରେ ଝଲସୁଛି କୋଲକାତା ସହର, ଦେଖିଲେ ଜାଣିପାରିବେ କେମିତି ଅଛି ପାର୍ବଣର ପରିବେଶ

October 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
An idol of Goddess Durga at a community Durga puja pandal in Kolkata on Friday.UNI

ସମୀକ୍ଷା ବ୍ୟୁରୋ

ଚାରିଆଡେ ବର୍ତ୍ତମାନ ପୂଜାର ମାହୋଲ। ଭକ୍ତିପୂତ ଭାବେ ସମସ୍ତେ ମାଙ୍କୁ ଆବାହନ କରିବାରେ ଲାଗିଛନ୍ତି। ଓଡିଶାର ବିଭିନ୍ନ ସହରରେ ଆକର୍ଶଣୀୟ ତୋରଣ ସହିତ ମାଙ୍କ ପୂଜାନିତି ଚାଲିଛି। ତେବେ ଦୁର୍ଗା ପୂଜା ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା କୋଲକତା ସହରରେ ମଧ୍ୟ ଏ ବର୍ଷ ପରିବେଶ ବେଶ ଆକର୍ଷଣୀୟ ହୋଇଛି।

କୋଲକାତାର ଏକ ପୂଜା ମଣ୍ଡପରେ ମା,ଙ୍କର ଏକ ପାରଂପାରିକ ଶୈଳୀରେ ନିର୍ମିତ ମୂର୍ତ୍ତି ପୂଜା ପାଉଛନ୍ତି
କୋଲକାତାର ପୂଜା ମଣ୍ଡପରେ ଏକ ଭିନ୍ନ ଶୈଳୀର ମା,ଙ୍କ ମୂର୍ତ୍ତିକୁ ପୂଜା କରାଯାଉଛି
କୋଲକାତାର ଏକ ପୂଜା ମଣ୍ଡପରେ ମା,ଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ
କୋଲକାତାର ମା ଙ୍କ ଆକର୍ଷଣୀୟ ମୂର୍ତ୍ତି ସମସ୍ତଙ୍କ ଆଖି ଝଲସାଇ ଦେଉଛି।
ମା,ଙ୍କ ଦର୍ଶନ ପାଇଁ କୋଲକାତାର ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.