Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»48 ହଜାର ପରିବହନ ବିଭାଗ କର୍ମଚାରୀଙ୍କୁ ନିଲମ୍ବନ କଲେ କେସିଆର
ଆଜିର ଖବର

48 ହଜାର ପରିବହନ ବିଭାଗ କର୍ମଚାରୀଙ୍କୁ ନିଲମ୍ବନ କଲେ କେସିଆର

October 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
EC issues notice to KCR for anti-Hindu remarks at Karimnagar rally
EC issues notice to KCR for anti-Hindu remarks at Karimnagar rally

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ସନ୍ଧ୍ୟାରେ 48 ହଜାର ପରିବହନ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । କର୍ମଚାରୀ ମାନେ ଦୁଇ ଦିନିଆ ଆନ୍ଦୋଳନ ଡାକରା ଦେବା କାରଣରୁ ରାଜ୍ୟରେ ପରିବହନ ସେବା ଠପ୍‌ ହୋଇଥିଲା । ଏହା ଅକ୍ଷମଣୀୟ ଅପରାଧ ବୋଲି ଅଭିହିତ କରି କେସିଆର ଏହି କର୍ମଚାରୀଙ୍କୁ ଛଟେଇ କରିଛନ୍ତି । କେସିଆର କହିଛନ୍ତି ପରିବହନ ବ୍ୟବସ୍ଥା ବନ୍ଦ ହେବା କାରଣରୁ ଜନ ସାଧାରଣଙ୍କୁ ନାହିଁ ନଥିବା ଅସୁବିଧା ହେଉଥିବା ବେଳେ ତେଲେଙ୍ଗାନା ପରିବହନ ବିଭାଗ ଦୈନିକ 1200 କୋଟିର କ୍ଷତି ସହୁଛି ଏବଂ ଋଣଭାର 5000 କୋଟି ଅତିକ୍ରମ କରି ସାରିଲାଣି । ଏହି ଅବସ୍ଥାକୁ ସୁଧାରିବା ପାଇଁ ରାଜ୍ୟ ସରକାର 2500 ଘରୋଇ ବସ୍‌କୁ ପରିବହନ ସେବାରେ ନିୟୋଜିତ କରିଛନ୍ତି । ଏହି 2500 ବସ୍‌କୁ ମିଶାଇ ସମୁଦାୟ 4114ଟି ସରକାରୀ ବସ୍‌ ବର୍ତ୍ତମାନ ଯାତାୟତ କରୁଛି । ଆସନ୍ତା 15 ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଯିବ ଏବଂ ଆନ୍ଦୋଳନକାରୀଙ୍କ ସହିତ କୌଣସି ପ୍ରକାରର ଆଲୋଚନା କରାଯିବ ନାହିଁ ବୋଲି କେସିଆର କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଆରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦଶମ ଜାତୀୟ ଆୟୁର୍ବେଦ ଦିବସ ପାଳନ

September 23, 2025

ଖୋର୍ଦ୍ଧା: ବିଭିନ୍ନ ସ୍ୱାସ୍ଥ୍ୟ ଅଗ୍ରଣୀ ଯୋଜନା ସମୀକ୍ଷା ସହ ପିସିପିଏନଡିଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ

September 23, 2025

ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ

September 23, 2025

ହାତୀ ହାବୁଡ଼ରେ ପଡି ବନବିଭାଗର ଅସ୍ଥାୟୀ କର୍ମଚାରୀ ମୃତ

September 23, 2025
Latest News

ଗୋଆରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦଶମ ଜାତୀୟ ଆୟୁର୍ବେଦ ଦିବସ ପାଳନ

September 23, 2025

ଖୋର୍ଦ୍ଧା: ବିଭିନ୍ନ ସ୍ୱାସ୍ଥ୍ୟ ଅଗ୍ରଣୀ ଯୋଜନା ସମୀକ୍ଷା ସହ ପିସିପିଏନଡିଟି ଆକ୍ଟ ପରାମର୍ଶ ମଣ୍ଡଳୀ ବୈଠକ

September 23, 2025

ଆବଶ୍ୟକୀୟ ଭିତ୍ତିଭୂମି ନ ଯୋଗାଇ ୟୁ.ଏ.ଏସ୍‌. ଲାଗୁ କରାଯିବାକୁ ଓଷ୍ଟାର ବିରୋଧ

September 23, 2025

ବିଜେଡ଼ି ର ବଡ଼ କାର୍ଯ୍ୟାନୁଷ୍ଠାନ: ଶ୍ରୀମୟୀ ମିଶ୍ରଙ୍କ ସମେତ ଦୁଇ ନେତା ଦଳରୁ ନିଲମ୍ବିତ

September 23, 2025

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ‘ଷ୍ଟାର୍ଟଅପ୍ ସମ୍ମିଳନୀ ୨୦୨୫’ ଉଦଘାଟନ

September 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.