Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ୭ଟି ଆଣବିକ ରିଆକ୍ଟର
ଆଜିର ଖବର

ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ୭ଟି ଆଣବିକ ରିଆକ୍ଟର

October 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତରେ ଆଣବିକ ଶକ୍ତିର ବିକାଶ ନିମନ୍ତେ ଖୁବ୍‌ ଶୀଘ୍ର ୭ଟି ଆଣବିକ ରିଆକ୍ଟରର କାମ ଚାଲିଛି। ଆସନ୍ତା ୬ ମାସ ମଧ୍ୟରେ ଏହି ୭ଟି ଆଣବିକ ରିଆକ୍ଟରର କାର୍ଯ୍ୟ ସମାପ୍ତ ହେବ ବୋଲି ଜଣାପଡିଛି। ଏହା ସହିତ ନୂତନ ଭାବରେ ୧୭ଟି ରିଆକ୍ଟର ନିର୍ମାଣ ହେବ ବୋଲି ଜଣାପଡିଛି। ଭାରତର ଆଣବିକ ଶକ୍ତି ବିଭାଗ ସଚିବ କେ ଏନ୍‌ ବ୍ୟାସ ଶନିବାର ଦିନ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଭାରତ ସରକାରଙ୍କ ପକ୍ଷରୁ ୨୦୩୦ ସୁଦ୍ଧା ୨୧ଟି ଆଣବିକ ରିଆକ୍ଟର ନିର୍ମାଣର ଘୋଷଣା କରାଯାଇଥିଲା। ବ୍ୟାସ କହିଛନ୍ତି, ସମଗ୍ର ବିଶ୍ବ ବର୍ତ୍ତମାନ ଶୁଦ୍ଧ ଶକ୍ତି ଆଡକୁ ଅଗ୍ରସର ହେଉଛି ଏବଂ ଆଣବିକ ଶକ୍ତି ବିଶ୍ବର ଶକ୍ତି ଚାହିଦା ପୂରଣ କରିବାରେ ସକ୍ଷମ ହେବ। ଏହା ସହିତ ଏହି ପଦକ୍ଷେପ ଆଗାମୀ ଦିନରେ ଭାରତକୁ ଆଣବିକ ଶକ୍ତି କ୍ଷେତ୍ରରେ ଅଗ୍ରଗତିରେ ସହାୟକ ହେବ ବୋଲି ସେ ମତ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ICC

September 24, 2025

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତ

September 24, 2025

ଖୁବ ଶିଘ୍ର ଗଡିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଲେ ସୂଚନା

September 24, 2025

ନବରାତ୍ରିରେ ଗୃହ ପ୍ରବେଶ କରିପାରିବା କି, କେଉଁ ତାରିଖ ଅଧିକ ଶୁଭ?

September 24, 2025
Latest News

୧୫ ଛାତ୍ରୀଙ୍କୁ ଅସାଦଚରଣ ଅଭିଯୁକ୍ତ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଫେରାର୍

September 24, 2025

ଏହି ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ: କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କଲା ICC

September 24, 2025

‘କାଶ୍ମୀରକୁ ଭୁଲିଯାଅ, ଖାଲି କର ପିଓକେ’: ପାକିସ୍ତାନକୁ UNHRCରେ ଭାରତର କଡା ଜବାବ

September 24, 2025

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତ

September 24, 2025

ଖୁବ ଶିଘ୍ର ଗଡିବ ବନ୍ଦେ ଭାରତ ସ୍ଲିପର ଟ୍ରେନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଲେ ସୂଚନା

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.