Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତା ଉପରକୁ ଖସିପଡିଲା ବିରାଟ ପଥର
ଆଜିର ଖବର

ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ, ରାସ୍ତା ଉପରକୁ ଖସିପଡିଲା ବିରାଟ ପଥର

October 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Due Heavy rain a big sotne fall down on Gunupur road

ସମୀକ୍ଷା ବ୍ୟୁରୋ

ରାୟଗଡା-ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ବ୍ଲକ ପୁଟାସିଂ ଗ୍ରାମପଞ୍ଚାୟତ ର ରେଜିଙ୍ଗତାଲ ଗ୍ରାମ ର ମୁଖ୍ୟ ରାସ୍ତା ଉପରକୁ ଏକ ବଡ଼ ପଥର ଖସିପଡିଛି। ଫଳରେ ସେହି ରାସ୍ତା ବର୍ତ୍ତମାନ ସଂପର୍ଣ୍ଣ ବନ୍ଦ ହୋଇଯାଇଛି। ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଯୋଗୁଁ ରାସ୍ତା କଡରେ ଥିବା ପଥର ତଳୁ ମାଟି ଖସିବାରେ ଲାଗିଥିଲା। ଧିରେ ଧିରେ ଏତ ବଡ ପଥରକୁ ମାଟି ଧରି ରଖିବାରେ ସମର୍ଥ ହୋଇ ନ ଥିଲା। ଫଳରେ ହଠାତ ଏହି ପଥର ଏକ ବିରାଟ ଶଦ୍ଦ କରି ରାସ୍ତା ଉପରକୁ ଖସିପଡିଥିଲା। ଭାଗ୍ୟ ଭଲ ସେତେବେଳେ ବର୍ଷା ଯୋଗୁଁ କୌଣସି ଲୋକ ଯାତାୟତ କରୁ ନ ଥିଲେ। ଯାହା ଫଳରେ ଏକ ବଡ ବିପଦରୁ ରକ୍ଷା ମିଳିଛି। ଏହି ଖବର ମିଳିବା ପରେ ସେଠାରେ ଗୁଣପୁର ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଁଚି ପଥରକୁ ରାସ୍ତାରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁସାରେ ରାସ୍ତା ଓ ବ୍ରିଜ ବିଭାଗର କର୍ମଚାରୀମାନେ ପଥରକୁ ହଟାଇବା ପାଇଁ ଚେଷ୍ଠା ଚଳାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026

ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

June 11, 2026

ଆମେରିକା-ଇରାନ ସଂଘର୍ଷ ତୀବ୍ର: ହର୍ମୁଜ୍ ବନ୍ଦ ଘୋଷଣା

June 11, 2026

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026
Latest News

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026

ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

June 11, 2026

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କରି ଗର୍ଜ୍ଜନ କଲେ କଂଗ୍ରେସ ନେତା କହ୍ନେୟା କୁମାର, କହିଲେ…

June 11, 2026

କ୍ଷମତା ଗଲେ ଦଳ କାହିଁକି ଭାଙ୍ଗେ? ଭାରତୀୟ ରାଜନୀତିର ଏକ ପୁରୁଣା ପ୍ରଶ୍ନ

June 11, 2026

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ଋଜୁ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.