Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ତ୍ରୀ ଅନ୍ୟ ପୁରୁଷ ସହ କରୁଥିଲେ ରୋମାନ୍ସ, ଏହାକୁ ଦେଖି ସ୍ବାମୀ କରିଲେ ଏପରି କାଣ୍ଡ
ଆଜିର ଖବର

ସ୍ତ୍ରୀ ଅନ୍ୟ ପୁରୁଷ ସହ କରୁଥିଲେ ରୋମାନ୍ସ, ଏହାକୁ ଦେଖି ସ୍ବାମୀ କରିଲେ ଏପରି କାଣ୍ଡ

November 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିବାହ ଏକ ପବିତ୍ର ସମ୍ପର୍କ। ସ୍ବାମୀ ସ୍ତ୍ରୀ ଦୁହେଁ ଏହି ବନ୍ଧନକୁ ସ୍ନେହ ଓ ପ୍ରେମ ଦ୍ବାରା ବାନ୍ଧି ରଖିଥାନ୍ତି। କିନ୍ତୁ ବଦଳୁଥିବା ସମୟରେ ଏହି ବନ୍ଧନ ଆଉ ସେପରି ଶକ୍ତ ହୋଇ ରହୁନାହିଁ। ଏଥିରେ ଦେଖାଯାଉଛି ଅନେକ ବ୍ୟତିକ୍ରମ। ସ୍ତ୍ରୀ ଅନ୍ୟ ପୁରୁଷ ସହ ରୋମାନ୍ସ କରୁଥିବାବେଳେ ସ୍ବାମୀ ଏହାକୁ ଦେଖି ସହ୍ୟ କରିପାରିନଥିଲେ।ତା’ପରେ ଘଟାଇଥିଲେ ନିର୍ମମ କାଣ୍ଡ। ଗ୍ରେଟର ନୋଏଡାର ସୁରଜପୁରଠାରେ ଏକ ମାମଲା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀ ଅନ୍ୟ କାହା ସହିତ ସମ୍ପର୍କ ରଖିଛନ୍ତି ବୋଲି ସନ୍ଦେହ କରୁଥିଲେ। ମିଳିଥିବା ସୂଚନା ଅନୁସାରେ ୟୁପିର ଶାହଜାହାନପୁର ନିବାସୀ ସମ୍ପୃକ୍ତ ଅଭିଯୁକ୍ତ ସ୍ବାମୀ ଜଣକ ତାଙ୍କ ସ୍ତ୍ରୀଙ୍କୁ ଅନ୍ୟ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଏହାପରଠାରୁ ଦୁହିଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଏହି ଘଟଣାକୁ ନେଇ ଦୁହିଁଙ୍କ ଝଗଡା ଏତେ ବଢିଗଲା ଯେ ସ୍ବାମୀ ଜଣକ ରାଗରେ ପତ୍ନୀଙ୍କ ଶରୀରରେ ଛୁରୀ ମାରିଚାଲିଲେ। ଏପରି ଭାବରେ ୧୫ଥର ଛୁରୀ ମାରିଥିଲେ। ଏହାପରେ ସେ ତାଙ୍କ ସ୍ତ୍ରୀଙ୍କୁ ଲହୁଲୁହାଣ ଅବସ୍ଥାରେ ଛାଡିକୁ ପଳାୟନ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କ ସ୍ତ୍ରୀଙ୍କୁ ପଡୋଶୀ ମେଡ଼ିକାଲରେ ଭର୍ତ୍ତି କରିଥିବାବେଳେ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପଡ଼ୋଶୀଙ୍କ କହିବାନୁସାରେ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ କଳହ ହୋଇଥାଏ। ମହିଳାଙ୍କ ସ୍ବାମୀ ଜଣକଙ୍କର ଏକ ବାସନକୁସନ ଦୋକାନ ରହିଛି। ପୋଲିସ୍‌ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ କରିବାକୁ ପଠଟାଇଥିବାବେଳେ ଏହି ଘଟଣାର ତଦନ୍ତ ଜାରି ରଖି ଫେରାର୍‌ ଅଭିଯୁକ୍ତଙ୍କୁ ତଲାସ କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସେପ୍ଟେମ୍ବର ୨୫ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2025

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ରୋଡସୋ

September 24, 2025

ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ

September 24, 2025

2277.397 କୋଟି ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନାକୁ କ୍ୟାବିନେଟ ମଞ୍ଜୁରି

September 24, 2025
Latest News

ବ୍ରହ୍ମପୁର–ସୁରଟ ମଧ୍ୟରେ ଚାଲିବ “ଅମୃତ ଭାରତ ଏକ୍ସପ୍ରେସ”: ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

September 25, 2025

ଦଶମ ଏବଂ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା କଲା CBSE: ଏଥର ଦୁଇଟି ଭାଗରେ ଅନୁଷ୍ଠିତ ହେବ ପରୀକ୍ଷା

September 25, 2025

ଆଜି ସେପ୍ଟେମ୍ବର ୨୫ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2025

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ରୋଡସୋ

September 24, 2025

ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.