Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
ଆଜିର ଖବର

ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

November 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ୯୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍ଟର୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଏହି ବର୍ଷିୟାନ୍ ନେତାଙ୍କୁ ନିସ୍ୱାର୍ଥ ଏବଂ ପରିଶ୍ରମୀ କହି ପ୍ରଶଂସା କରି କହିଛନ୍ତି କି, ଦେଶର ରାଜନୀତିରେ ତାଙ୍କ ପ୍ରଭାବ ଅମାପ । ନିଜର ଆଦର୍ଶ ସହତ ଆଡଭାନୀ କଦାପି ସାଲିସ କରି ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରିଛନ୍ତି । ଏହା ସହିତ ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି । ନଭେମ୍ବର ୮ ତାରିଖ ୧୯୨୭ରେ ଜନ୍ମିତ ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଭାତରୀୟ ଜନତା ପାର୍ଟିର ଅନ୍ୟତମ ସହ-ସଂସ୍ଥାପକ ଏବଂ ବରିଷ୍ଠ ନେତା । ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଅଧୀନରେ ୨୦୦୨ ରୁ ୨୦୦୪ ଯାଏଁ ସେ ଉପ ପ୍ରଧାନମନ୍ତ୍ରୀ ଥିଲେ । ୨୦୧୫ରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ଚାଷୀଙ୍କ ଐତିହାସିକ ସଫଳତା: ପ୍ରଥମଥର ପାଇଁ ଆୟରଲ୍ୟାଣ୍ଡକୁ ରପ୍ତାନୀ ହେଲା ଏହି ପରିବା

September 25, 2025

ସୁନା ମୂଲ୍ୟ ଦର ବୃଦ୍ଧିରେ ଲାଗିଲା ବ୍ରେକ୍: ଜାଣନ୍ତୁ ଆଜିର ଦର

September 25, 2025

ଏବେ ଟ୍ରେନରୁ କ୍ଷେପଣାସ୍ତ୍ର ନିକ୍ଷେପ କଲା ଭାରତ, ଥରିବେ ଶତ୍ରୁ ଦେଶ!: ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

September 25, 2025

ଯଦି ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବା ଆରମ୍ଭ କରେ, ତେବେ ପ୍ରଥମେ କ’ଣ କରିବେ?: ଜାଣିବା ଜରୁରୀ

September 25, 2025
Latest News

ଓଡ଼ିଶାର ଚାଷୀଙ୍କ ଐତିହାସିକ ସଫଳତା: ପ୍ରଥମଥର ପାଇଁ ଆୟରଲ୍ୟାଣ୍ଡକୁ ରପ୍ତାନୀ ହେଲା ଏହି ପରିବା

September 25, 2025

ସୁନା ମୂଲ୍ୟ ଦର ବୃଦ୍ଧିରେ ଲାଗିଲା ବ୍ରେକ୍: ଜାଣନ୍ତୁ ଆଜିର ଦର

September 25, 2025

ଏବେ ଟ୍ରେନରୁ କ୍ଷେପଣାସ୍ତ୍ର ନିକ୍ଷେପ କଲା ଭାରତ, ଥରିବେ ଶତ୍ରୁ ଦେଶ!: ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

September 25, 2025

ଯଦି ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବା ଆରମ୍ଭ କରେ, ତେବେ ପ୍ରଥମେ କ’ଣ କରିବେ?: ଜାଣିବା ଜରୁରୀ

September 25, 2025

ବିହାରରେ କିଏ ଗଠନ କରିବ ସରକାର, କାହାର ପଲ୍ଲା ଭାରି?: ଦେଖନ୍ତୁ ତାଜା ସର୍ଭେ

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.