Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାରାଦୀପରୁ 350 କିମି ଦୂରରେ କେନ୍ଦ୍ରୀଭୂତ ବୁଲ୍‌ବୁଲ୍‌ : ଅପରାହ୍ନରେ ବଢିବ ପବନର ବେଗ
ଆଜିର ଖବର

ପାରାଦୀପରୁ 350 କିମି ଦୂରରେ କେନ୍ଦ୍ରୀଭୂତ ବୁଲ୍‌ବୁଲ୍‌ : ଅପରାହ୍ନରେ ବଢିବ ପବନର ବେଗ

November 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାରାଦୀପଠାରୁ ପ୍ରାୟ 350 କିମି ଦୂରରେ ‘ବୁଲ୍‌ବୁଲ୍‌’ କେନ୍ଦ୍ରୀଭୂତ ହୋଇଛି । ପାରାଦୀପଠାରୁ 134 କି.ମି. ଦୂରରୁ ଏହା ଅତିକ୍ରମ କରିବ । ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଆଜିଠୁ ବର୍ଷା ଆରମ୍ଭ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଏହା ସହ ଆଜି ଅପରାହ୍ନରେ ଉପକୂଳ ଓଡ଼ିଶାରେ ପବନର ବେଗ ବଢ଼ିବା ନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଆଜି ଏକ ସାମ୍ୱାଦିନ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପବନର ବେଗ 65ରୁ 70 କିମି ରହିବା ସହିତ କିଛି ସ୍ଥାନରେ ଏହା 90 ଛୁଇଁବା ନେଇ ଅନୁମାନ ଲଗାଇଛି ପାଣିପାଗ ବିଭାଗ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ଚାଷୀଙ୍କ ଐତିହାସିକ ସଫଳତା: ପ୍ରଥମଥର ପାଇଁ ଆୟରଲ୍ୟାଣ୍ଡକୁ ରପ୍ତାନୀ ହେଲା ଏହି ପରିବା

September 25, 2025

ସୁନା ମୂଲ୍ୟ ଦର ବୃଦ୍ଧିରେ ଲାଗିଲା ବ୍ରେକ୍: ଜାଣନ୍ତୁ ଆଜିର ଦର

September 25, 2025

ଏବେ ଟ୍ରେନରୁ କ୍ଷେପଣାସ୍ତ୍ର ନିକ୍ଷେପ କଲା ଭାରତ, ଥରିବେ ଶତ୍ରୁ ଦେଶ!: ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

September 25, 2025

ଯଦି ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବା ଆରମ୍ଭ କରେ, ତେବେ ପ୍ରଥମେ କ’ଣ କରିବେ?: ଜାଣିବା ଜରୁରୀ

September 25, 2025
Latest News

ଓଡ଼ିଶାର ଚାଷୀଙ୍କ ଐତିହାସିକ ସଫଳତା: ପ୍ରଥମଥର ପାଇଁ ଆୟରଲ୍ୟାଣ୍ଡକୁ ରପ୍ତାନୀ ହେଲା ଏହି ପରିବା

September 25, 2025

ସୁନା ମୂଲ୍ୟ ଦର ବୃଦ୍ଧିରେ ଲାଗିଲା ବ୍ରେକ୍: ଜାଣନ୍ତୁ ଆଜିର ଦର

September 25, 2025

ଏବେ ଟ୍ରେନରୁ କ୍ଷେପଣାସ୍ତ୍ର ନିକ୍ଷେପ କଲା ଭାରତ, ଥରିବେ ଶତ୍ରୁ ଦେଶ!: ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

September 25, 2025

ଯଦି ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବା ଆରମ୍ଭ କରେ, ତେବେ ପ୍ରଥମେ କ’ଣ କରିବେ?: ଜାଣିବା ଜରୁରୀ

September 25, 2025

ବିହାରରେ କିଏ ଗଠନ କରିବ ସରକାର, କାହାର ପଲ୍ଲା ଭାରି?: ଦେଖନ୍ତୁ ତାଜା ସର୍ଭେ

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.