Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜଧାନୀରେ କଲେଜ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଗିରଫ
ଆଜିର ଖବର

ରାଜଧାନୀରେ କଲେଜ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ : ଅଭିଯୁକ୍ତ ଗିରଫ

November 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜଧାନୀ ଭୁବନେଶ୍ୱରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରବିବାର ବିଳମ୍ବିତ ରାତିରେ ୟୁନିଟ୍‌-1 ଅଞ୍ଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଅଜୟ ବାଗରକୁ ପୁଲିସ୍‌ ଗିରଫ କରିଛି । ସୂଚନା ଅନୁସାରେ, ଛାତ୍ରୀ ଜଣକ ୟୁନିଟ୍‌-1 ଅଞ୍ଚଳର ଏକ ବସ୍ତିରେ ରହୁଥିଲେ । ଗତ ରାତିରେ ସମ୍ପୃକ୍ତ ଛାତ୍ରୀ ଜଣକ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଅଜୟ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ଛାତ୍ରୀ ଜଣକ ଜୋରରେ ଚିତ୍କାର କରିବାରୁ ସେ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ସମ୍ପୃକ୍ତ ଛାତ୍ରୀ ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ଏକ ଟିମ୍‌ ଗଠନ କରି ଘଟଣା ଘଟିଥିବା ସ୍ଥାନରେ ଥିବା ଆଖପାଖ ବସ୍ତି ଉପରେ ଚଢ଼ଉ କରି ଅଜୟକୁ ଗିରଫ କରିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସ୍ତରୀୟ ସର୍ଗି ଫୁଲ୍ ମହୋତ୍ସବ ୨୦୨୫ ଉଦଯାପିତ

December 21, 2025

ଡିସେମ୍ବର ୨୧ ତାରିଖ ରାଶିଫଳ, ଆଜି ୪ ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ହୋଇପାରେ ଧନହାନୀ

December 21, 2025

ହିଜାବ ବିବାଦ: ଶେଷ ଦିନରେ ମଧ୍ୟ ଯୋଗ ଦେଲେ ନାହିଁ ଡାକ୍ତର ନୁସରତ, ବଡ଼ ନିଷ୍ପତ୍ତି ନେଲେ ସରକାର

December 20, 2025

ଡିସେମ୍ବର ୨୬ରୁ ଏକ ଘଣ୍ଟା ବନ୍ଦ ରହିବ ବହିର୍ବିଭାଗ: ଆନ୍ଦୋଳନ ଚେତାବନୀ ଦେଲେ ଡାକ୍ତର

December 20, 2025
Latest News

ରାଜ୍ୟସ୍ତରୀୟ ସର୍ଗି ଫୁଲ୍ ମହୋତ୍ସବ ୨୦୨୫ ଉଦଯାପିତ

December 21, 2025

ଡିସେମ୍ବର ୨୧ ତାରିଖ ରାଶିଫଳ, ଆଜି ୪ ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ହୋଇପାରେ ଧନହାନୀ

December 21, 2025

ଭାରତର ଭବିଷ୍ୟତ ଅଭିବୃଦ୍ଧିର ନେତୃତ୍ୱ ନେବ ଉତ୍ତର-ପୂର୍ବ: ପ୍ରଧାନମନ୍ତ୍ରୀ

December 20, 2025

ହିଜାବ ବିବାଦ: ଶେଷ ଦିନରେ ମଧ୍ୟ ଯୋଗ ଦେଲେ ନାହିଁ ଡାକ୍ତର ନୁସରତ, ବଡ଼ ନିଷ୍ପତ୍ତି ନେଲେ ସରକାର

December 20, 2025

ମୋଦୀଙ୍କ ଅଭୂତପୂର୍ବ କୂଟନୀତି: ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କଲେ ୫ ଟି ଗଲ୍ଫ ଦେଶ

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.