Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ : ଳଞ୍ଚ ସୁଦ୍ଧା ବାଂଲାଦେଶ 63/3
ଆଜିର ଖବର

ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ : ଳଞ୍ଚ ସୁଦ୍ଧା ବାଂଲାଦେଶ 63/3

November 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ-ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ଇନ୍ଦୋରର ହୋଲ୍‌କାର ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବାଂଲାଦେଶ ଲଞ୍ଚ ବିରତି ସୁଦ୍ଧା 3 ଓ୍ବିକେଟ ହରାଇ 63 ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଏହି ତିନି ପେସର୍‌ ଇଶାନ୍ତ, ଉମେଶ ଏବଂ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଲଞ୍‌ଚ ବିରତି ବେଳକୁ ବାଂଲା ଅଧିନାୟକ ମୋମିନୁଲ୍‌ ହକ୍‌(22) ଏବଂ ମୁଶଫିକର୍‌ ରହିମ୍‌(14) ବ୍ୟାଟିଂ କରୁଛନ୍ତି । ସପ୍ତମ ଓଭର ଶେଷ ସୁଦ୍ଧା ଦୁଇ ଓପ୍‌ନର ସଦ୍‌ମାନ ଇସ୍‌ଲାମ(6) ଏବଂ ଇମ୍ରୁଲ୍‌ କାଏସ୍‌(6)ଙ୍କ ଓ୍ବିକେଟ୍‌ ହରାଇଥିଲା । ତୃତୀୟ ଓ୍ବିକେଟ୍‌ରେ 19 ରନ୍‌ ଯୋଡିବା ପରେ ମହମ୍ମଦ ମିଥୁନ୍‌(13) ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ପାଳନର ଉଦଯାପନୀ ସମାରୋହ

December 21, 2025

ରାଜ୍ୟସ୍ତରୀୟ ସର୍ଗି ଫୁଲ୍ ମହୋତ୍ସବ ୨୦୨୫ ଉଦଯାପିତ

December 21, 2025

ଡିସେମ୍ବର ୨୧ ତାରିଖ ରାଶିଫଳ, ଆଜି ୪ ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ହୋଇପାରେ ଧନହାନୀ

December 21, 2025

ହିଜାବ ବିବାଦ: ଶେଷ ଦିନରେ ମଧ୍ୟ ଯୋଗ ଦେଲେ ନାହିଁ ଡାକ୍ତର ନୁସରତ, ବଡ଼ ନିଷ୍ପତ୍ତି ନେଲେ ସରକାର

December 20, 2025
Latest News

ଅନ୍ତର୍ଜାତୀୟ ସମବାୟ ବର୍ଷ- ୨୦୨୫ ପାଳନର ଉଦଯାପନୀ ସମାରୋହ

December 21, 2025

ରାଜ୍ୟସ୍ତରୀୟ ସର୍ଗି ଫୁଲ୍ ମହୋତ୍ସବ ୨୦୨୫ ଉଦଯାପିତ

December 21, 2025

ଡିସେମ୍ବର ୨୧ ତାରିଖ ରାଶିଫଳ, ଆଜି ୪ ଟି ରାଶିର ବ୍ୟକ୍ତି ରୁହନ୍ତୁ ସତର୍କ, ହୋଇପାରେ ଧନହାନୀ

December 21, 2025

ଭାରତର ଭବିଷ୍ୟତ ଅଭିବୃଦ୍ଧିର ନେତୃତ୍ୱ ନେବ ଉତ୍ତର-ପୂର୍ବ: ପ୍ରଧାନମନ୍ତ୍ରୀ

December 20, 2025

ହିଜାବ ବିବାଦ: ଶେଷ ଦିନରେ ମଧ୍ୟ ଯୋଗ ଦେଲେ ନାହିଁ ଡାକ୍ତର ନୁସରତ, ବଡ଼ ନିଷ୍ପତ୍ତି ନେଲେ ସରକାର

December 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.