Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୟଙ୍କ ଓ ପୂଜାରାଙ୍କ ଅର୍ଦ୍ଧଶତକ : 20 ରନ୍‌ରେ ଆଗୁଆ ଭାରତ
ଆଜିର ଖବର

ମୟଙ୍କ ଓ ପୂଜାରାଙ୍କ ଅର୍ଦ୍ଧଶତକ : 20 ରନ୍‌ରେ ଆଗୁଆ ଭାରତ

November 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଡ୍ରାଇଭର ସିଟ୍‌ରେ ରହିଛି ଭାରତ । ପ୍ରଥମ ଇନିଂସରେ ଭାରତୀୟ ଓପ୍‌ନର ମୟଙ୍କ ଅଗ୍ରଓ୍ବାଲ ଏବଂ ଚେତେଶ୍ବର ପୂଜାରା ଅର୍ଦ୍ଧଶତକ ହାସଲ କରିଛନ୍ତି । ମୟଙ୍କ 154ଟି ବଲ୍‌ର ସମ୍ମୁଖୀନ ହୋଇ 83 ରନ୍‌ ସଂଗ୍ରହ କରିଛନ୍ତି । ଶୁକ୍ରବାର ସକାଳୁ ଭାରତ ପୂଜାରା ଏବଂ ଅଧିନାୟକ କୋହଲିଙ୍କ ଓ୍ବିକେଟ ହରାଇଥିଲେ ମଧ୍ୟ ଏହା ରନ୍‌ହାର ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇନଥିଲା । ଶୁକ୍ରବାର ସକାଳୁ ପୂଜାରା 64 ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ଖାତା ଖୋଲିବା ପୂର୍ବରୁ ଅଧିନାୟକ ବିରାଟ କୋହଲି ଆବୁ ଜାୟେଦଙ୍କ ଶିକାର ହୋଇଥିଲେ । ଆଜିଙ୍କ୍ୟ ରାହାଣେ(32)ଙ୍କ ସହିତ ମୟଙ୍କ 64 ରନ୍‌ର ଅବିଭାଜିତ ଭାଗିଦାରୀ କରିଛନ୍ତି । ଭାରତ ଲଞ୍ଚ ବିରତି ପୂର୍ବରୁ ତିନି ଓ୍ବିକେଟ ହରାଇ 184 ରନ୍‌ ସଂଗ୍ରହ କରିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Latest News

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.