Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀରେ ବଢିପାରେ ଅଡ୍‌-ଇଭିନ୍‌ର ସମୟସୀମା
ଆଜିର ଖବର

ଦିଲ୍ଲୀରେ ବଢିପାରେ ଅଡ୍‌-ଇଭିନ୍‌ର ସମୟସୀମା

November 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
delhi cm criticised modi
delhi cm criticised modi

ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ସମସ୍ୟା ଏବେ ଚିନ୍ତାର ବିଷୟ । ସେଠାରେ ପ୍ରଦୂଷଣ ପାଇଁ ଦିଲ୍ଲୀ ଏନ୍‌ସିଆର ସ୍କୁଲ ଗୁଡ଼ିକୁ ଛୁଟି ଦିଆଯାଇଛି । ଦୀପାବଳି ପରଠାରୁ ଦିଲ୍ଲୀର ବାୟୁର ଗୁଣବତ୍ତା ସ୍ତର ଅତି ନିମ୍ନମାନକୁ ଖସିଆସିଛି । ଦିଲ୍ଲୀରେ ପ୍ରଦୂଷଣମାତ୍ରାକୁ ଦୃଷ୍ଟିରେ ରଖି ନଭେମ୍ବର ୪ରୁ ୧୫ ପର୍ଯ୍ୟନ୍ତ ଅଡ୍‌-ଇଭିନ୍‌ ସ୍କିମ୍‌ ଯୋଜନା ଲାଗୁ କରାଯାଇଥିଲା । ତେବେ ଦିଲ୍ଲୀର ବାୟୁମଣ୍ଡଳରେ କୌଣସି ପରିବର୍ତ୍ତନ ଘଟିନଥିବାବେଳେ ପ୍ରଦୂଷଣର ମାତ୍ରା ମଧ୍ୟ ସେହିପରି ରହିଛି । ଏହାକୁ ଦୃଷ୍ଟିରେ ରଖି ଅଡ୍‌-ଇଭିନ୍‌ ସ୍କିମ୍‌ର ସମୟସୀମା ବୃଦ୍ଧି କରାଯିବା ନେଇ ଅନୁମାନ କରାଯାଉଛି । ଆଜି ମୁଖ୍ୟମନ୍ତ୍ରୀ କେଜରିୱାଲ ଅଡ ଇଭିନ୍ ସ୍କିମର ସମୟସୀମା ବୃଦ୍ଧି ନେଇ କହିଛନ୍ତି ଯେ, ସମୟସୀମା ବୃଦ୍ଧି ହେବ କି ନାହିଁ ତାହା ସୋମବାର ନିଷ୍ପତ୍ତି ନିଆଯିବ। ତେବେ ଦିଲ୍ଲୀ ଏନସିଆରରେ ପ୍ରଦୂଷଣର ମାତ୍ରା ବୃଦ୍ଧି ନଡା ଜଳାଇବା କାରଣରୁ ହେଉଛି ବୋଲି ସେ କହିଛନ୍ତି। ତେବେ ଦିଲ୍ଲୀର ପ୍ରଦୂଷଣର ମାତ୍ରା କେବଳ ଏନସିଆରରେ ନୁହେଁ ନୋଏଡା, ଗୁରୁଗ୍ରାମ, ଗାଜିୟାବାଦ, ଏବଂ ଅନ୍ୟ ଆଖପାଖ ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026
Latest News

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026

ତିନିଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ମହିଳାଙ୍କୁ ଟାଣିନେଲା କୁମ୍ଭୀର !

August 3, 2026

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.