Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ୬ ମାସ ପାଇଁ ବନ୍ଦ ହେବ ବଦ୍ରିନାଥ ଧାମର କବାଟ, ଦେବତାମାନେ କରିବେ ପୂଜା
ଆଜିର ଖବର

ଆଜିଠାରୁ ୬ ମାସ ପାଇଁ ବନ୍ଦ ହେବ ବଦ୍ରିନାଥ ଧାମର କବାଟ, ଦେବତାମାନେ କରିବେ ପୂଜା

November 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜିଠାରୁ ଭଗବାନ ବଦ୍ରିନାଥଙ୍କ ଦର୍ଶନ  ୬ମାସ ପାଇଁ ବନ୍ଦ ହୋଇଯିବ। ଆଜି ସନ୍ଧ୍ୟା ୫ଟା ୧୩ ମିନିଟ୍‌ ପରଠାରୁ ୬ ମାସ ବନ୍ଦ ରହିବ । କୁହାଯାଇଥାଏ ଯେ, ବଦ୍ରିନାଥଙ୍କୁ ୬ ମାସ ମନୁଷ୍ୟମାନେ ପୂଜା କରିଥାନ୍ତି ଏବଂ ଆଉ ୬ ମାସ ଦେବତାମାନେ ପୂଜା କରନ୍ତି। ଗ୍ରୀଷ୍ମକାଳରେ ମନୁଷ୍ୟମାନେ ଏଠାରେ ଭଗବାନ ବଦ୍ରିବିଶାଳଙ୍କ ପୂଜା କରୁଥିବା ବେଳେ ଶୀତଋତୁରେ ଦେବତାମାନେ ପୂଜାର୍ଚ୍ଚନା କରିଥାନ୍ତି। ଭଗବାନ ବଦ୍ରିନାଥଙ୍କ କବାଟ ନଭେମ୍ବର ୧୭ ସନ୍ଧ୍ୟା ୫ଟା ୧୩ ମିନିଟରୁ ଆଗାମୀ ୬ ମାସ ପାଇଁ ବନ୍ଦ ରହିବ। ଏଥିପାଇଁ ରବିବାର ବଦ୍ରିନାଥଙ୍କ ଶୀତଋତୁ ପାଇଁ ଅନ୍ତିମ ଦର୍ଶନ ମିଳିପାରିବ। ଏଥିପାଇଁ ଶନିବାର ଭଗବାନ ବଦ୍ରିନାଥ ଧାମକୁ ୫୫ କୁଇଣ୍ଟାଲ ଫୁଲରେ ସଜା ଯାଇଛି। ଭଗବାନଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ଦୂରରୁ ଶ୍ରଦ୍ଧାଳୁମାନେ ଆସିଛନ୍ତି। ପୂରା ଦିନ କବାଟ ଖୋଲା ରହିବ। ଅପରାହ୍ଣରେ ଭୋଗ ଲାଗିବା ପରେ ସନ୍ଧ୍ୟାରେ କବାଟ ବନ୍ଦ କରି ଦିଆଯିବ। ଚଳିତ ବର୍ଷ ବଦ୍ରିନାଥ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଧାମକୁ ୧୨ ଲକ୍ଷ ୨୫ ହଜାର ଶ୍ରଦ୍ଧାଳୁ ଆସିଛନ୍ତି, ଯାହାକି ଗତ ବର୍ଷ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ଥାନ: ଗିରଫ ହେଲା ନୂତନ ISI ଗୁପ୍ତଚର, ପାକିସ୍ତାନକୁ ଦେଉଥିଲା ଗୁପ୍ତ ସୂଚନା

September 25, 2025

‘ଏକ ଦିନ-ଏକ ସାଥ-ଏକ ଘଣ୍ଟା’ କାର୍ଯ୍ୟକ୍ରମ ସହିତ ସ୍ୱଚ୍ଛତା ହିଁ ସେବା-୨୦୨୫ ଅଭିଯାନ ଜାରି

September 25, 2025

ସ୍ୱାସ୍ଥ୍ୟ ସେବାରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ: ସୋଆ ଉପସଭାପତି

September 25, 2025

ପାକିସ୍ତାନୀ ଖେଳାଳିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ!: ବିସିସିଆଇ ଦାଖଲ କଲା ଅଭିଯୋଗ

September 25, 2025
Latest News

ରାଜସ୍ଥାନ: ଗିରଫ ହେଲା ନୂତନ ISI ଗୁପ୍ତଚର, ପାକିସ୍ତାନକୁ ଦେଉଥିଲା ଗୁପ୍ତ ସୂଚନା

September 25, 2025

ସୋନମ ୱାଙ୍ଗଚୁକ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ: ଏନଜିଓର ବିଦେଶୀ ପାଣ୍ଠି ଲାଇସେନ୍ସକୁ ବାତିଲ କଲା କେନ୍ଦ୍ର

September 25, 2025

ଓଡ଼ିଶାକୁ 1,700 କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେବେ ପ୍ରଧାନମନ୍ତ୍ରୀ

September 25, 2025

‘ଏକ ଦିନ-ଏକ ସାଥ-ଏକ ଘଣ୍ଟା’ କାର୍ଯ୍ୟକ୍ରମ ସହିତ ସ୍ୱଚ୍ଛତା ହିଁ ସେବା-୨୦୨୫ ଅଭିଯାନ ଜାରି

September 25, 2025

ସ୍ୱାସ୍ଥ୍ୟ ସେବାରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ: ସୋଆ ଉପସଭାପତି

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.