Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା, ସରକାରୀ ଖର୍ଚ୍ଚରେ ବେସରକାରୀ ଲୋକଙ୍କୁ ସାଥୀରେ ନେବା ମହଙ୍ଗା ପଡିପାରେ!
ବିଶେଷ ଖବର

ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା, ସରକାରୀ ଖର୍ଚ୍ଚରେ ବେସରକାରୀ ଲୋକଙ୍କୁ ସାଥୀରେ ନେବା ମହଙ୍ଗା ପଡିପାରେ!

November 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ହାଇଦ୍ରାବାଦରେ ହୋଇଥିବା ପର୍ଯ୍ୟଟନ ରୋଡ ସୋ ରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଦୁଇ ମହିଳାଙ୍କୁ ସାଥିରେ ନେଇ ବିବାଦ ବଢିବାରେ ଲାଗିଛି। ଗତକାଲି କଂଗ୍ରେସ ତରଫରୁ ଏହାକୁ ନେଇ ଅଭିଯୋଗ କରାଯାଇଥିବା ବେଳେ, ଆଜି ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗରେ ପ୍ରବଳ  ହଙ୍ଗାମା କରିଥିଲେ।    ତାରିଖରେ ହାଇଦ୍ରାବାଦରେ ଏକ   ପାଇଁ ମନ୍ତ୍ରୀଙ୍କ ସହିତ ଦୁଇ ମହିଳା ଯାଇଥିଲେ। ତେବେ ସରକାରୀ ଖର୍ଚ୍ଚାରେ ଏହି ମହିଳା ଦ୍ବାୟ କିପରି ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏହି ଦୁଇ ଜଣ ପର୍ଯ୍ୟଟନ ବିଭାଗ ସହିତ ସଂପର୍କ ନ ଥିବା ବେଳେ ମନ୍ତ୍ରୀ କିପରି ତାଙ୍କୁ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ନେଲେ ତାହା ବିବାଦ ସୃଷ୍ଟି କରିଛି।

ସେତେକି ନୁହେଁ ମନ୍ତ୍ରୀ ହାଇଦ୍ରାବାବ ବିମାନ ବନ୍ଦରରେ ଯେପରି ସେହି ମହିଳାଙ୍କ ସହିତ ସେଲଫି ଉଠାଇଲେ ତାହା ସନ୍ଦେହକୁ ଘନିଭୂତ କରିଦେଇଛି। ସେହିପରି ଜଣେ ମହିଳା ବିମାନରେ ଏକାଠି ବସିବାକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ କରିଛନ୍ତି। ବିରୋଧୀଙ୍କୁ ଉତ୍ତର ଦେଇ ମନ୍ତ୍ରୀ ଏହା ଏକ ମନଗଢା କଥା ବୋଲି କହିଥିଲେ। କୌଣସି ସରକାରୀ ଗସ୍ତରେ ବେସରକାରୀ ଲୋକ ଯାଇ ନାହାଁନ୍ତି ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ।ଏହି ଘଟଣା ପଦାକୁ ଆସିବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇପଡିଛନ୍ତି। ଖୁବ ଶିଘ୍ର ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।

ଏହି ଘଟଣାକୁ ନେଇ ମନ୍ତ୍ରୀ ଏବେ ହରଡ ଘଣାରେ ପଡିଯାଇଛନ୍ତି। ତାଙ୍କୁ ଶିଘ୍ର ମନ୍ତ୍ରୀ ପଦରୁ ବହିସ୍କାର କରାଯାଉ ବୋଲି ବିରୋଧୀ ଗୃହରେ ଅଡି ବସିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ନିଷ୍ପତି ନେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

Share. Facebook Twitter LinkedIn Email WhatsApp Copy Link

Related Posts

କୋଲକାତାରେ ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 22, 2025

କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

August 22, 2025

ନିମ୍ନ ମାନର କାମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ, ସତର୍କ କଲେ ମୁଖ୍ୟମନ୍ତ୍ରୀ

August 22, 2025

‘ଯଦି ଛୋଟ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇପାରିବ, ତେବେ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ନୁହେଁ’: ପିଏମ ମୋଦୀ

August 22, 2025
Latest News

ନଳବଣରେ ଅବାଧ ପ୍ରବେଶ ନେଇ ୩ ମତ୍ସ୍ୟଜୀବୀ ଗିରଫ,୨ ଡଙ୍ଗା ଜବତ

August 22, 2025

ରେଢ଼ାଖୋଲ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା

August 22, 2025

ସୁରକ୍ଷିତ ଏବଂ ଦ୍ରୁତ ଟ୍ରେନ ପରିଚାଳନା ପାଇଁ ସ୍ୱୟଂଚାଳିତ ସିଗନାଲିଂ ପ୍ରଣାଳୀରେ ଅପଗ୍ରେଡ୍

August 22, 2025

କୋଲକାତାରେ ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

August 22, 2025

‘ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ: ଓଡ଼ିଶାସ୍‌ ଇଲେକ‌ଟୋରାଲ୍‌ ରେନେସାଁ ଅଫ୍‌ ୨୦୨୪’ ପୁସ୍ତକ ଉନ୍ମୋଚିତ

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.