Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା, ସରକାରୀ ଖର୍ଚ୍ଚରେ ବେସରକାରୀ ଲୋକଙ୍କୁ ସାଥୀରେ ନେବା ମହଙ୍ଗା ପଡିପାରେ!
ବିଶେଷ ଖବର

ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା, ସରକାରୀ ଖର୍ଚ୍ଚରେ ବେସରକାରୀ ଲୋକଙ୍କୁ ସାଥୀରେ ନେବା ମହଙ୍ଗା ପଡିପାରେ!

November 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ହାଇଦ୍ରାବାଦରେ ହୋଇଥିବା ପର୍ଯ୍ୟଟନ ରୋଡ ସୋ ରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଦୁଇ ମହିଳାଙ୍କୁ ସାଥିରେ ନେଇ ବିବାଦ ବଢିବାରେ ଲାଗିଛି। ଗତକାଲି କଂଗ୍ରେସ ତରଫରୁ ଏହାକୁ ନେଇ ଅଭିଯୋଗ କରାଯାଇଥିବା ବେଳେ, ଆଜି ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗରେ ପ୍ରବଳ  ହଙ୍ଗାମା କରିଥିଲେ।    ତାରିଖରେ ହାଇଦ୍ରାବାଦରେ ଏକ   ପାଇଁ ମନ୍ତ୍ରୀଙ୍କ ସହିତ ଦୁଇ ମହିଳା ଯାଇଥିଲେ। ତେବେ ସରକାରୀ ଖର୍ଚ୍ଚାରେ ଏହି ମହିଳା ଦ୍ବାୟ କିପରି ଗଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏହି ଦୁଇ ଜଣ ପର୍ଯ୍ୟଟନ ବିଭାଗ ସହିତ ସଂପର୍କ ନ ଥିବା ବେଳେ ମନ୍ତ୍ରୀ କିପରି ତାଙ୍କୁ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ନେଲେ ତାହା ବିବାଦ ସୃଷ୍ଟି କରିଛି।

ସେତେକି ନୁହେଁ ମନ୍ତ୍ରୀ ହାଇଦ୍ରାବାବ ବିମାନ ବନ୍ଦରରେ ଯେପରି ସେହି ମହିଳାଙ୍କ ସହିତ ସେଲଫି ଉଠାଇଲେ ତାହା ସନ୍ଦେହକୁ ଘନିଭୂତ କରିଦେଇଛି। ସେହିପରି ଜଣେ ମହିଳା ବିମାନରେ ଏକାଠି ବସିବାକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ କରିଛନ୍ତି। ବିରୋଧୀଙ୍କୁ ଉତ୍ତର ଦେଇ ମନ୍ତ୍ରୀ ଏହା ଏକ ମନଗଢା କଥା ବୋଲି କହିଥିଲେ। କୌଣସି ସରକାରୀ ଗସ୍ତରେ ବେସରକାରୀ ଲୋକ ଯାଇ ନାହାଁନ୍ତି ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ।ଏହି ଘଟଣା ପଦାକୁ ଆସିବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇପଡିଛନ୍ତି। ଖୁବ ଶିଘ୍ର ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।

ଏହି ଘଟଣାକୁ ନେଇ ମନ୍ତ୍ରୀ ଏବେ ହରଡ ଘଣାରେ ପଡିଯାଇଛନ୍ତି। ତାଙ୍କୁ ଶିଘ୍ର ମନ୍ତ୍ରୀ ପଦରୁ ବହିସ୍କାର କରାଯାଉ ବୋଲି ବିରୋଧୀ ଗୃହରେ ଅଡି ବସିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ନିଷ୍ପତି ନେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026

ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମକୁ ଉଦଘାଟନ କଲେ ଅମିତ ଶାହ

June 10, 2026
Latest News

ଆପାଚି ହେଲିକପ୍ଟର ଘଟଣା ପରେ ଇରାନ ଉପରେ ଆମେରିକାର ପ୍ରତିଆକ୍ରମଣ

June 10, 2026

ମଦ ଦୋକାନ ଲାଇସେନ୍ସ ପୂର୍ବରୁ ସରକାରଙ୍କୁ ମିଳିଗଲାଣି ୮୪୦ କୋଟି, ପଟିଆ ଅଞ୍ଚଳ ପାଇଁ ସର୍ବାଧିକ ଆବେଦନ

June 10, 2026

ବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ

June 10, 2026

ଭୁବନେଶ୍ବରରେ ନିର୍ମାଣ ହେବ ଜନାଶ୍ରୟ ଭବନ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଲେ ତଦାରଖ

June 10, 2026

ଭାରତର ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦୀ: ଅଭିନନ୍ଦନ ଜଣାଇଲେ ପ୍ରମୁଖ ବିଶ୍ୱ ନେତା

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.