Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆକାଶ ଛୁଆଁ ପିଆଜ ଦର : ଭିନ୍ନ ଭିନ୍ନ ସ୍ଥାନରୁ ପିଆଜ ଚୋରି
ଆଜିର ଖବର

ଆକାଶ ଛୁଆଁ ପିଆଜ ଦର : ଭିନ୍ନ ଭିନ୍ନ ସ୍ଥାନରୁ ପିଆଜ ଚୋରି

November 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ପାକିସ୍ତାନରେ ପିଆଜ ଓ ମାଂସ ଦର ବିଷୟରେ ଓଡିଆ ଟେଲିଭିଜନ ଓ ଖବର କାଗଜର ଏତେ ମୁଣ୍ଡ ବିନ୍ଧୁଛି କାହିଁକି?

ନୂଆଦିଲ୍ଳୀ, ୨୯/୧୧: ପିଆଜ ଦର ଏବେ ଆକାଶଛୁଆଁ ହୋଇଥିବବେଳେ ଦେଶରେ କେତେକ ସ୍ଥାନରେ ପିଆଜ ଚୋରି ହେବାର ଘଟଣା ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ଶିବପୁରୀର ଏକ ଟ୍ରକ୍‌ରୁ ୨୫ ଲକ୍ଷ ପିଆଜ ଚୋରି ହୋଇଛି । ସେହିପରି ପଶ୍ଚିମବଙ୍ଗର ମିଦାନପୁରରୁ ୧୦୦ କିଲୋ ପିଆଜ ଓ ଗୁଜୁରାଟ ସୁରତ ମଣ୍ଡିରୁ ପାଖାପାଖି ୨୫୦ କିଲୋ ପିଆଜ ଚୋରି ହୋଇଥିବାର ଖବର ମିଳିଛି । ଦେଶରେ ଟମୋଟ ପରେ ଏବେ ପିଆଜ ଦର ବୃଦ୍ଧି ହୋଇଛି । ପିଆଜ କିଲୋ ପିଛା ୧୦୦ ଟଙ୍କା ହୋଇଥିବାବେଳେ ରାଜଧାନୀ ଦିଲ୍ଲୀରେ ଏବେ ୮୦ ଟଙ୍କାରେ ମିଳୁଛି । ପିଆଜ ଦର ବୃଦ୍ଧିକୁ ନେଇ ସରକାର ନାଚାର ରହିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

June 12, 2026

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ପ୍ରଥମ୍ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ସମାରୋହ

June 12, 2026
Latest News

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

June 12, 2026

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ପ୍ରଥମ୍ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ସମାରୋହ

June 12, 2026

ସରକାରଙ୍କ ୨ ବର୍ଷ ପୂର୍ତ୍ତି: ମାଗଣା ଚାଉଳ, ଦେୟମୁକ୍ତ ଶିକ୍ଷା ଓ ଭତ୍ତା ନେଇ ବଡ଼ ଘୋଷଣା

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.