Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାମଗୋପାଲ ବର୍ମାଙ୍କ ଫିଲ୍ମକୁ ନେଇ ବିବାଦ : ନାଇଡୁ ଖଳନାୟକ, ଜଗନ ହିରୋ
ଆଜିର ଖବର

ରାମଗୋପାଲ ବର୍ମାଙ୍କ ଫିଲ୍ମକୁ ନେଇ ବିବାଦ : ନାଇଡୁ ଖଳନାୟକ, ଜଗନ ହିରୋ

November 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Conflict on Ramgopal Varma Film

ଆନ୍ଧ୍ରପ୍ରଦେଶ, ୨୯/୧୧:  ବଲିଉଡ୍‌ର ଲୋକପ୍ରିୟ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ନୂଆ ଫିଲ୍ମକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ରାଜନୀତି ଉପରେ ନିର୍ମିତ ହୋଇଛି । ‘କମ୍ମା ରାଜ୍ୟମ୍‌ ଲୋ କଡପା ରେଡଲୁ’  ଶୀର୍ଷକ ଏହି ଫିଲ୍ମଟିରେ ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ର ଚନ୍ଦ୍ରବାବୁ ନାଇଡୁଙ୍କ ପତନ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ରାଜନୈତିକ କ୍ୟାରିଅର କାହାଣୀକୁ ଦର୍ଶାଯାଇଛି । ଫିଲ୍ମର ପ୍ରଥମ ଟ୍ରେଲ୍‌ର ଆସିବା ପରେ ଏହାକୁ ନେଇ ରାଜେନୖତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ଏବେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ହାଇକୋର୍ଟ ଓ ସେନ୍‌ସର ବୋର୍ଡ ଏହି ଫିଲ୍ମ ବିରୋଧରେ ମମାଲା ରୁଜୁ କରିଛନ୍ତି।

ଆନ୍ଧ୍ରପ୍ରଦେଶ ସରକାରଙ୍କ ଉପଦେଷ୍ଟା ରାମକୃଷ୍ଣ ରେଡ୍ଡି ରାଜ୍ୟ ସେନ୍ସର ବୋର୍ଡକୁ ଏହି ସମ୍ପର୍କରେ ଲେଖିବା ସହିତ ଏହି ଫିଲ୍ମର ନାମକୁ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି । ଏହି ଫିଲ୍ମରେ ଜଗନ ମୋହନ ରେଡ୍ଡିଙ୍କୁ ନେଇ ହୋଇଥିବା ଏହି ଫିଲ୍ମରେ ନାମ, ଜାତିର ଉପଯୋଗ କରାଯାଇଛି, ଯାହାକୁ ବରଦାସ୍ତ କରାଯାଇପାରିବ ନାହିଁ । ୩ ମିନିଟ୍‌ର ଏହି ଟ୍ରେଲ୍‌ରରେ ଆନ୍ଧ୍ରପ୍ରଦେଶର ରାଜନୀତିକୁ ହଲଚଲ କରିଦେଇଛି। ଏହି ଫିଲ୍ମରେ ଚନ୍ଦ୍ରବାବୁ ନାଇଡୁ ଖଳନାୟକ, ଜଗନ ମୋହନ ହିରୋ ଭାବେ ଦର୍ଶାଯାଇଥିବାବେଳେ ଏହି ଫିଲ୍ମର କିଛି ଅଂଶରେ ମୋଦି, ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ଚରିତ୍ରକୁ ମଧ୍ୟ ଦର୍ଶାଯାଇଛି ।

ଏହା ପୂର୍ବରୁ ରାମଗୋପାଲ ବର୍ମା ଏନ୍‌ଟିଆରଙ୍କୁ ନେଇ ‘ଲକ୍ଷ୍ମୀ ଏନ୍‌ଟିଆର’ର ନିର୍ମାଣ କରିଥିଲେ । ଏହି ଫିଲ୍ମରେ ଏନ୍‌ଟିଆର ଓ ଟିଡିପିର କାହାଣୀ ଦର୍ଶାଯାଇଥିଲା । ଏହି ଫିଲ୍ମକୁ ନେଇ ମଧ୍ୟ ସେତେବେଳ ବହୁ ବିବାଦ ହୋଇଥିଲା । ବିବାଦୀୟ ଫିଲ୍ମ କରି ରାମଗୋପାଲା ବର୍ମା ବେଶ୍‌ ଚର୍ଚ୍ଚାରେ ରହିଛନ୍ତି । (ଏଜେନ୍ସି)

chandrababunaidu jaganmohan reddy ramgopalverma
Share. Facebook Twitter LinkedIn Email WhatsApp Copy Link

Related Posts

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026
Latest News

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.