Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଳିଲା ବିକ୍ରମର ଭଗ୍ନାବଶେଷ : ଟ୍ବିଟ୍ଟରରେ ଫଟୋ ଜାରି କଲା ନାସା
ଆଜିର ଖବର

ମିଳିଲା ବିକ୍ରମର ଭଗ୍ନାବଶେଷ : ଟ୍ବିଟ୍ଟରରେ ଫଟୋ ଜାରି କଲା ନାସା

December 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,3/12: ଆମେରକିୀୟ ମହାକାଶ ବିଜ୍ଞାନ ସଂସ୍ଥାନ ନାସା ପକ୍ଷରୁ ସୋମବାର ବିକ୍ରମ ଲ୍ୟାଣ୍ଡରର ଫଟୋ ଜାରି କରାଯାଇଛି । ନାସାର ଏଲ୍‌ଆର୍‌ଓସି କ୍ୟାମେରାରେ ଏହି ଫଟୋ ଉତ୍ତୋଳନ କରାଯାଇଛି । ଏହି ଫଟୋରେ ବିକ୍ରମର ଲ୍ୟାଣ୍ଡିଂ ସ୍ଥାନ ଏବଂ ଭଗ୍ନାବଶେଷ ଦେଖିବାକୁ ମିଳିଛି । ସନମୁଗ ସୁବ୍ରମଣ୍ୟନ୍‌ଙ୍କୁ ପ୍ରଥମେ ଏହି ଫଟୋ ପାଇବା ପରେ ନାସାର ଏଲଆରଓସି ବିଭାଗ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଅକ୍ଟୋବର 14,15 ଏବଂ ନଭେମ୍ବର 11 ତାରିଖରେ ଉତ୍ତୋଳିତ ଫଟୋର ତର୍ଜମା କରି ନାସା ଏହି ନିଷ୍କର୍ସରେ ପହଞ୍ଚିଥିଲା । ଉଲ୍ଲେଖଯୋଗ୍ୟ ଯେ, ଭାରତର ଚନ୍ଦ୍ରଯାନ-2 ମିଶନର ଅନ୍ତିମ ଭାଗ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂରେ ବିଫଳ ହେବା ସହିତ ଏହା ସହିତ ସମ୍ପର୍କ ସ୍ଥାପନ ସମ୍ଭବ ହୋଇନଥିଲା । (ଏଜେନ୍ସୀ)

chandrayan2 nasa vikram
Share. Facebook Twitter LinkedIn Email WhatsApp Copy Link

Related Posts

କଳିଙ୍ଗା ଘାଟିରେ ହୋଇଥିବ ଭୂସ୍ଖଳନ ସ୍ଥାନର ସ୍ଥିତି ଯାଞ୍ଚ କଲେ ପ୍ରମୁଖ ଶାସନ ସଚିବ

September 28, 2026

ଚାପୁଡ଼ା ମାରିବା ଘଟଣା: ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ

September 28, 2026

ବିଶ୍ୱ ଜଳାତଙ୍କ ଦିବସରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

September 28, 2026

ଭେଜାଲ ପନିର କାରବାରର ପର୍ଦ୍ଦାଫାସ୍‌: ୧୧ ଜଣଙ୍କ ବିରୋଧରେ କେଏମ୍‌ସିର ମାମଲା

September 28, 2026
Latest News

କଳିଙ୍ଗା ଘାଟିରେ ହୋଇଥିବ ଭୂସ୍ଖଳନ ସ୍ଥାନର ସ୍ଥିତି ଯାଞ୍ଚ କଲେ ପ୍ରମୁଖ ଶାସନ ସଚିବ

September 28, 2026

ଚାପୁଡ଼ା ମାରିବା ଘଟଣା: ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ

September 28, 2026

ବିଶ୍ୱ ଜଳାତଙ୍କ ଦିବସରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

September 28, 2026

ଭେଜାଲ ପନିର କାରବାରର ପର୍ଦ୍ଦାଫାସ୍‌: ୧୧ ଜଣଙ୍କ ବିରୋଧରେ କେଏମ୍‌ସିର ମାମଲା

September 28, 2026

ନୟାଗଡ଼ରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ପାଇଁ ଇଂରାଜୀ ଭାଷା ଦକ୍ଷତା ବିକାଶ ପ୍ରଶିକ୍ଷଣ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.